
ନୂଆଦିଲ୍ଲୀ: ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ଚେସ ଚାମ୍ପିୟନ ଡି ଗୁକେଶଙ୍କ ସମେତ ଚାରି ତାରକା ଖେଳାଳି ଖେଳ ରତ୍ନ ପୁରସ୍କାର ପାଇବେ। ଏହି ତାଲିକାରେ ହକି ଖେଳାଳି ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାର ମଧ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ସହିତ ସମୁଦାୟ ୩୨ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରିୟ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ସମସ୍ତ ଖେଳାଳିଙ୍କୁ ସମ୍ମାନିତ କରାଯିବ।
ଏହି ଖେଳାଳିମାନେ ଖେଳ ରତ୍ନ ପୁରସ୍କାର ପାଇବେ:
ମନୁ ଭାକର- ଶୁଟିଂ
ଡି ଗୁକେଶ- ଚେସ୍
ହରମନପ୍ରୀତ ସିଂ- ହକି
ପ୍ରବୀଣ କୁମାର- ପାରା ଆଥଲେଟିକ୍ସ
ଏହି ଖେଳାଳିମାନେ ଅର୍ଜୁନ ପୁରସ୍କାର ପାଇବେ:
ଜ୍ୟୋତି ୟାରାଜୀ- ଆଥଲେଟିକ୍ସ
ଅନ୍ନୁ ରାନି- ଆଥଲେଟିକ୍ସ
ନୀଟୁ- ବକ୍ସିଂ
ସ୍ଵୀଟି- ବକ୍ସିଂ
ବନ୍ତିକା ଅଗ୍ରୱାଲ- ଚେସ୍
ସଲିମା ଟେଟେ- ହକି
ଅଭିଷେକ- ହକି
ସଞ୍ଜୟ- ହକି
ଜରମନପ୍ରୀତ ସିଂ- ହକି
ସୁଖଜିତ ସିଂ- ହକି
ରାକେଶ କୁମାର- ପାରା-ତୀରନ୍ଦାଜ
ପ୍ରୀତି ପାଲ- ପାରା ଆଥଲେଟିକ୍ସ
ଜୀବନଜୀ ଦୀପ୍ତି- ପାରା ଆଥଲେଟିକ୍ସ
ଅଜିତ ସିଂ- ପାରା ଆଥଲେଟିକ୍ସ
ସଚିନ୍ ସରଜେରାଓ ଖିଲାରୀ- ପାରା ଆଥଲେଟିକ୍ସ
ଧରମବୀର- ପାରା ଆଥଲେଟିକ୍ସ
ପ୍ରଣବ ସୁରମା- ପାରା ଆଥଲେଟିକ୍ସ
ଏଚ ହୋକାତୋ ସେମା- ପାରା ଆଥଲେଟିକ୍ସ
ସିମରନ୍ ଜି- ପାରା ଆଥଲେଟିକ୍ସ
ନଭଦୀପ- ପାରା ଆଥଲେଟିକ୍ସ |
ନୀତେଶ କୁମାର- ପାରା-ବ୍ୟାଡମିଣ୍ଟନ୍
ଥୁଲାସିମଥୀ ମୁରୁଗେସନ୍- ପାରା-ବ୍ୟାଡମିଣ୍ଟନ୍
ନିତ୍ୟା ଶ୍ରୀ ସୁମତି ସିଭନ୍- ପାରା-ବ୍ୟାଡମିଣ୍ଟନ୍
ମନୀଷା ରାମଦାସ- ପାରା-ବ୍ୟାଡମିଣ୍ଟନ୍
କପିଲ ପରମାର- ପାରା-ଜୁଡୋ
ମୋନା ଅଗ୍ରୱାଲ- ପାରା- ଶୁଟିଂ
ରୁବିନା ଫ୍ରାନ୍ସିସ୍ – ପାରା- ଶୁଟିଂ
ସ୍ଵପ୍ନିଲ ସୁରେଶ କୁସଲେ- ଶୁଟିଂ
ସରବଜୋତ ସିଂ – ଶୁଟିଂ
ଅଭୟ ସିଂ – ସ୍କ୍ୱାସ୍
ସାଜନ ପ୍ରକାଶ- ସନ୍ତରଣ
ଅମାନ- ସନ୍ତରଣ