Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନୁ ଭାକରଙ୍କ ସମେତ ଚାରିଙ୍କୁ ଖେଳ ରତ୍ନ: ୩୨ ଜଣଙ୍କୁ ମିଳିବ ମିଳିବ ଅର୍ଜୁନ ପୁରସ୍କାର, ପଢନ୍ତୁ ସମ୍ପୂର୍ଣ୍ଣ ତାଲିକା
ଆଜିର ଖବର

ମନୁ ଭାକରଙ୍କ ସମେତ ଚାରିଙ୍କୁ ଖେଳ ରତ୍ନ: ୩୨ ଜଣଙ୍କୁ ମିଳିବ ମିଳିବ ଅର୍ଜୁନ ପୁରସ୍କାର, ପଢନ୍ତୁ ସମ୍ପୂର୍ଣ୍ଣ ତାଲିକା

January 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ଚେସ ଚାମ୍ପିୟନ ଡି ଗୁକେଶଙ୍କ ସମେତ ଚାରି ତାରକା ଖେଳାଳି ଖେଳ ରତ୍ନ ପୁରସ୍କାର ପାଇବେ। ଏହି ତାଲିକାରେ ହକି ଖେଳାଳି ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାର ମଧ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ସହିତ ସମୁଦାୟ ୩୨ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରିୟ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ସମସ୍ତ ଖେଳାଳିଙ୍କୁ ସମ୍ମାନିତ କରାଯିବ।

ଏହି ଖେଳାଳିମାନେ ଖେଳ ରତ୍ନ ପୁରସ୍କାର ପାଇବେ:

ମନୁ ଭାକର- ଶୁଟିଂ
ଡି ଗୁକେଶ- ଚେସ୍
ହରମନପ୍ରୀତ ସିଂ- ହକି
ପ୍ରବୀଣ କୁମାର- ପାରା ଆଥଲେଟିକ୍ସ

ଏହି ଖେଳାଳିମାନେ ଅର୍ଜୁନ ପୁରସ୍କାର ପାଇବେ:

ଜ୍ୟୋତି ୟାରାଜୀ- ଆଥଲେଟିକ୍ସ
ଅନ୍ନୁ ରାନି- ଆଥଲେଟିକ୍ସ
ନୀଟୁ- ବକ୍ସିଂ
ସ୍ଵୀଟି- ବକ୍ସିଂ
ବନ୍ତିକା ଅଗ୍ରୱାଲ- ଚେସ୍
ସଲିମା ଟେଟେ- ହକି
ଅଭିଷେକ- ହକି
ସଞ୍ଜୟ- ହକି
ଜରମନପ୍ରୀତ ସିଂ- ହକି
ସୁଖଜିତ ସିଂ- ହକି
ରାକେଶ କୁମାର- ପାରା-ତୀରନ୍ଦାଜ
ପ୍ରୀତି ପାଲ- ପାରା ଆଥଲେଟିକ୍ସ
ଜୀବନଜୀ ଦୀପ୍ତି- ପାରା ଆଥଲେଟିକ୍ସ
ଅଜିତ ସିଂ- ପାରା ଆଥଲେଟିକ୍ସ
ସଚିନ୍ ସରଜେରାଓ ଖିଲାରୀ- ପାରା ଆଥଲେଟିକ୍ସ
ଧରମବୀର- ପାରା ଆଥଲେଟିକ୍ସ
ପ୍ରଣବ ସୁରମା- ପାରା ଆଥଲେଟିକ୍ସ
ଏଚ ହୋକାତୋ ସେମା- ପାରା ଆଥଲେଟିକ୍ସ
ସିମରନ୍ ଜି- ପାରା ଆଥଲେଟିକ୍ସ
ନଭଦୀପ- ପାରା ଆଥଲେଟିକ୍ସ |
ନୀତେଶ କୁମାର- ପାରା-ବ୍ୟାଡମିଣ୍ଟନ୍
ଥୁଲାସିମଥୀ ମୁରୁଗେସନ୍- ପାରା-ବ୍ୟାଡମିଣ୍ଟନ୍
ନିତ୍ୟା ଶ୍ରୀ ସୁମତି ସିଭନ୍- ପାରା-ବ୍ୟାଡମିଣ୍ଟନ୍
ମନୀଷା ରାମଦାସ- ପାରା-ବ୍ୟାଡମିଣ୍ଟନ୍
କପିଲ ପରମାର- ପାରା-ଜୁଡୋ
ମୋନା ଅଗ୍ରୱାଲ- ପାରା- ଶୁଟିଂ
ରୁବିନା ଫ୍ରାନ୍ସିସ୍ – ପାରା- ଶୁଟିଂ
ସ୍ଵପ୍ନିଲ ସୁରେଶ କୁସଲେ- ଶୁଟିଂ
ସରବଜୋତ ସିଂ – ଶୁଟିଂ
ଅଭୟ ସିଂ – ସ୍କ୍ୱାସ୍
ସାଜନ ପ୍ରକାଶ- ସନ୍ତରଣ
ଅମାନ- ସନ୍ତରଣ

Harmanpreet Singh Manu Bhaker
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Latest News

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.