Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼ ବନଖଣ୍ଡରେ କଳା କଲରାପତରିଆ ବାଘ
ଆଜିର ଖବର

ନୟାଗଡ଼ ବନଖଣ୍ଡରେ କଳା କଲରାପତରିଆ ବାଘ

January 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ନୟାଗଡ଼ ବନଖଣ୍ଡ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମଧ୍ୟରେ ମୋଟ ୫ଟି ବାଘର ସନ୍ଧାନ ମିଳିଛି। ଏଥିମଧ୍ୟରୁ କଳା କଲରାପତରିଆ ବାଘ ନିଜ ଛୁଆକୁ ପାଟିରେ ଧରି ବୁଲୁଥିବାର ଏକ ଦୃଶ୍ୟ କଏଦ ହୋଇଛି। କ୍ୟାମେରା ଟ୍ରାପ ମାଧ୍ୟମରେ ଏହାର ପ୍ରମାଣ ମିଳିଥିବା ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଛନ୍ତି।ଗତ ବର୍ଷ ବାଘ ଶାବକ ଜନ୍ମ ଦେଇଥିବାବେଳେ ଚଳିତବର୍ଷ ମଧ୍ୟ ଜନମ ଦେଇଥିବା ଜଣାପଡ଼ିଛି। ଏଣୁ ନୟାଗଡ଼ ଜିଲାରେ ବାଘ ବଂଶ ବୃଦ୍ଧି ପାଇଥିବା ନେଇ ସ୍ପଷ୍ଟ ହୋଇଛି। ଏନେଇ ପିସିସିଏଫ ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କହିବା ଅନୁସାରେ ଗତବର୍ଷ ମଧ୍ୟ କଳା ବାଘଙ୍କ ସନ୍ଧାନ ମିଳିଥିଲା। ଚଳିତବର୍ଷ କ୍ୟାମେରା ଟ୍ରାପରେ ଏହା ଜଣାପଡ଼ିଛି। ଅନେକ ସ୍ଥାନରେ କ୍ୟାମେରା ଲଗାଯାଇପାରି ନାହିଁ। ଏଣୁ ଆହୁରି ଅଧିକ ବାଘ ରହିଥିବେ ବୋଲି ସେ ଅନୁମାନ କରିଛନ୍ତି।

କଲରାପତରିଆ ବାଘ ନୟାଗଡ଼ ବନଖଣ୍ଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025

ଭାରତଠାରୁ ୫୦ ପ୍ରତିଶତ ଶୁଳ୍କ ଆଦାୟ କରିବ ଆମେରିକା: ଏହି କାରଣରୁ ଜରିମାନା ଲଗାଇଲେ ଡୋନାଲ୍ଡ ଟ୍ରମ୍ପ 

August 6, 2025

କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

August 6, 2025
Latest News

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025

ଭାରତଠାରୁ ୫୦ ପ୍ରତିଶତ ଶୁଳ୍କ ଆଦାୟ କରିବ ଆମେରିକା: ଏହି କାରଣରୁ ଜରିମାନା ଲଗାଇଲେ ଡୋନାଲ୍ଡ ଟ୍ରମ୍ପ 

August 6, 2025

କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

August 6, 2025

ଏଲଏଚବି ସହ ଚଳାଚଳ କରିବ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ 

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.