Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁ ପରିମାଣର ହାତ ଭିଡା ବୋମା ଜବତ, ଜଣେ ଯୁବକ ଅଟକ
ଆଜିର ଖବର

ବହୁ ପରିମାଣର ହାତ ଭିଡା ବୋମା ଜବତ, ଜଣେ ଯୁବକ ଅଟକ

January 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦାଦା ବଟି ନଦେବାରୁ ଠିକାଦାରଙ୍କୁ ଆକ୍ରମଣ ଅଭିଯୋଗ
ଦାଦା ବଟି ନଦେବାରୁ ଠିକାଦାରଙ୍କୁ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସହର ତଳି ତଥା ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ନୁଆ ଖଜୁରିଆ ଗ୍ରାମର ଲଟାବୁଦା ଘେରା ମଧ୍ୟରେ ଥିବା ଏକ ଅର୍ଦ୍ଧନିର୍ମିତ କୋଠାଘରେ ପ୍ରାୟ ୪୦ ଟି ହାତ ଭିଡା ବୋମା ଜବତ କରାଯାଇଛି। ଏହି ସବୁ ବୋମାଗୁଡିକୁ ନିଷ୍କ୍ରିୟ ଦଳ ଦ୍ଵାରା ନିଷ୍କ୍ରିୟ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସୁଚନା ଦେଇଛନ୍ତି।
ବୈଦ୍ୟନାଥ ପୁର ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ପୋଲିସ କୁ ଦେଖି କିଛି ଯୁବକ ଛତ୍ରଭଙ୍ଗ ଦେଇଥିଲେ। ଥାନା ଅଧିକାରୀ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ନେଇ ଅର୍ଦ୍ଧନିର୍ମିତ କୋଠାଘରେ ଯାଇ ଯାଞ୍ଚ ବେଳେ ଦେଖିଲେ ଯେ ଗୋଟିଏ ଅଖା ବସ୍ତାରେ ଉକ୍ତ ବୋମା ଗୁଡିକ ରହିଛି। ସଙ୍ଗେ ସଙ୍ଗେ ଏସ୍ ପି ଙ୍କୁ ସୁଚନା ଦିଆଯାଇଥିଲା। ଏସ୍ ପି ଙ୍କ ପଦକ୍ଷେପ ସ୍ୱରୂପ ବୋମା ଗୁଡିକ ନିଷ୍କ୍ରିୟ କରାଯାଇଛି।

ପ୍ରକାଶ ଥାଉକି ରେଶମ ନଗରୀ ବ୍ରହ୍ମପୁର ସହରରେ ଗତ କିଛି ମାସ ହେଲା ଚୋରି, ରାହାଜାନୀ, ଲୁଟ୍, ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼ ଦ୍ଵାରା ବହୁ ଧନ ଜୀବନ କ୍ଷତି ହେଉଛି ଓ ଠିକ୍ ସମୟରେ ପୋଲିସ ର ପଦକ୍ଷେପ ଯୋଗୁଁ ସହରବାସୀ ସୁରକ୍ଷିତ ଅନୁଭବ କରୁଛନ୍ତି।

ବୋମାମାଡ଼ ବ୍ରହ୍ମପୁର ସହର ରେଶମ ନଗରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026

ଓଡ଼ିଶା ପାଇଁ ରେଳବାଇ ସମ୍ପର୍କରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରଶ୍ନ: ଉତ୍ତର ଦେଲେ ରେଳମନ୍ତ୍ରୀ

March 27, 2026

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026
Latest News

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026

“ହର୍ମୁଜ୍ ପଥ ଦେଇ ଭାରତ ଆସୁଛି ଆଉ ଚାରୋଟି ଏଲପିଜି ଜାହାଜ”: ବୈଦେଶିକ ମନ୍ତ୍ରଣାଳୟ

March 27, 2026

ଓଡ଼ିଶା ପାଇଁ ରେଳବାଇ ସମ୍ପର୍କରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରଶ୍ନ: ଉତ୍ତର ଦେଲେ ରେଳମନ୍ତ୍ରୀ

March 27, 2026

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.