Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନିଦିନ ଧରି ହୋଇପାରିଲା ନାହିଁ ପ୍ରଭୃ ଲିଙ୍ଗରାଜଙ୍କ ପୂଜା, ଆଜି ସଂଧ୍ୟାରେ ବସିବ ଟ୍ରଷ୍ଟ ବୋର୍ଡ ବୈଠକ
ଆଜିର ଖବର

ତିନିଦିନ ଧରି ହୋଇପାରିଲା ନାହିଁ ପ୍ରଭୃ ଲିଙ୍ଗରାଜଙ୍କ ପୂଜା, ଆଜି ସଂଧ୍ୟାରେ ବସିବ ଟ୍ରଷ୍ଟ ବୋର୍ଡ ବୈଠକ

January 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ତିନିଦିନ ଧରି ହୋଇପାରିଲା ନାହିଁ ପ୍ରଭୃ ଲିଙ୍ଗରାଜଙ୍କ ପୂଜା, ଆଜି ସଂଧ୍ୟାରେ ବସିବ ଟ୍ରଷ୍ଟ ବୋର୍ଡ ବୈଠକ

ଭୁବନେଶ୍ବର: ଏ ପର୍ଯ୍ୟନ୍ତ ପ୍ରଭୃ ଲିଙ୍ଗରାଜଙ୍କ ପୂଜା ହୋଇପାରିଲା ନାହିଁ। ସେବାୟତଙ୍କ ବିବାଦ ଯୋଗୁଁ ପ୍ରଭୃ ଲିଙ୍ଗରାଜ ପୂଜା ନ ହୋଇ ଦର୍ଶନ ଦେଉଛନ୍ତି। ଗତକାଲି ମକର ସଂକ୍ରାନ୍ତି ପରି ଦିନରେ ମଧ୍ୟ ଠାକୁର ଅପୂଜା ରହିଲେ। ଫଳରେ ଭକ୍ତମାନଙ୍କ ମଧ୍ୟରେ ଏହା ଗଭୀର ଆଘାତ ଦେଇଛି।

ତେବେ ଏ ନେଇ ଆଜି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଏକ ବୈଠକ ବସିଥିଲା। ଏଥିରେ ଏକାମ୍ର ବିଧାୟକ ବାବୁ ସିଂ, ଜିଲ୍ଲାପାଳ ଏବଂ କେତେକ ସେବାୟତ ଯୋଗଦେଇଥିଲେ। ଏଥିରେ ସେମିତି କିଛି ନିଷ୍କର୍ଷ ବାହାରିପାରିଲା ନାହିଁ। ତେବେ ଆଜି ସଂଧ୍ୟାରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସି ଏହାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ବୈଠକ ନେଇ ମନ୍ତ୍ରୀ କହିଛନ୍ତି ଯେ,ଏବେ ଯେଉଁ ବିବାଦ ଦାଖାଦେଇଛି ତାହାର ସମାଧାନ ପାଇଁ ସତ୍ବଲିପିରେ କେତେକ ପରିବର୍ତ୍ତନ ଆବଶ୍ୟକ ରହିଛି। ତାହାକୁ ପରିବର୍ତ୍ତନ କରିବା ପାଇଁ ଏକ ଜଣକିଆ ବିଚାର ବିଭାଗୀୟ କମିଟ ଗଠନ କରାଯିବ। ସେହି କିମିଟ ରିପୋର୍ଟ ଆଧାରରେ ତାହାର ପରିବର୍ତ୍ତନ କରାଯିବ।

ତେବେ ତା ପୂର୍ବରୁ ସେବାୟତଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଯଥାରିତି ପୂଜା କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନର ସରକାର ମନ୍ଦିର ପୂଜା ଆଉ ରୀତିନିତିରେ କୌଣସି ବିଭ୍ରାଟ ଦେଖିବାକୁ ଚାହିଁ ନାହିଁ। ସେଥିରେ ଯେ କେହି ଅବହେଳା କଲେ ତାଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Lingaraj Temple ଲିଙ୍ଗରାଜ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026
Latest News

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ଅନେକ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.