Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ବିଶ୍ବକପ୍‌ ବିଦାୟ : ବିସିସିଆଇ ରାଡାରରେ ସଞ୍ଜୟ ବାଙ୍ଗର
ଆଜିର ଖବର

ଭାରତର ବିଶ୍ବକପ୍‌ ବିଦାୟ : ବିସିସିଆଇ ରାଡାରରେ ସଞ୍ଜୟ ବାଙ୍ଗର

July 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ କ୍ରିକେଟ ବିଶ୍ବକପ୍‌ରର ବିରାଟ କୋହଲିଙ୍କ ଭାରତୀୟ ଦଳ ସେମି ଫାଇନାଲରୁ ବିଦାୟ ନେଇଥିଲା । ଦଳର ଏହି ପରାଜୟ ପରେ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ବିସିସିଆଇର ରାଡାରରେ ରହିଛନ୍ତି । ଭାରତର ବିଦାୟ ପରେ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ 45 ଦିନ ବୃଦ୍ଧି କରାଯାଇଛି । ମାତ୍ର ବାଙ୍ଗରଙ୍କ କାର୍ଯ୍ୟଶୈଳୀକୁ ନେଇ ବିସିସିଆଇ ଖପ୍ପା ରହିଥିବା ଜଣା ପଡିଛି । ଲିଗ୍‌ ପର୍ଯ୍ୟାୟରେ ଭାରତର ମ୍ୟାଚ୍‌ ସମୟରେ ବାଙ୍ଗର ବିଜୟ ଶଙ୍କରଙ୍କୁ ଫିଟ୍‌ ଘୋଷିତ କରିଥିଲେ । ସେହି ସମାନ ଦିନ ବିଜୟ ଶଙ୍କରଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍‌ ଦିଆଯାଇଥିଲା । ଏଥିପାଇଁ ବାଙ୍ଗରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଭାରତର ପରାଜୟ ପରେ ସମସ୍ତ ପୂର୍ବତନ ଖେଳାଳି ଦଳର ବ୍ୟାଟିଂ ବିଫଳତାକୁ ଦାୟୀ କରିଥିଲେ । ଭରତ ଅରୁଣଙ୍କ ପ୍ରଶିକ୍ଷଣରେ ବୋଲିଂ ବିଭାଗ ନିୟମିତ ଓ୍ବିକେଟ ଅକ୍ତିଆର କରୁଥିବା ବେଳେ କ୍ଷେତ୍ରରକ୍ଷଣରେ ମଧ୍ୟ ଦଳର ପ୍ରଦର୍ଶନରେ ଉନ୍ନତି ଘଟିଛି । ତେଣୁ ଉଭୟଙ୍କୁ ନିଜ ଦାୟିତ୍ବରେ ରଖି ବାଙ୍ଗରଙ୍କୁ ଅବ୍ୟାହତି ଦେଇପାରେ ବିସିସିଆଇ ବୋଲି ମତପ୍ରକାଶ କରିଛନ୍ତି ଅନେକ ପୂର୍ବତନ ଖେଳାଳି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Latest News

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.