Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଠିକାଦାର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାବିପତ୍ର
ଆଜିର ଖବର

ଠିକାଦାର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାବିପତ୍ର

January 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦେବଗଡ଼ ଜିଲ୍ଲା ଏ ଓ ବି କ୍ଲାସ ଠିକାଦାର ସଂଘ ପକ୍ଷରୁ ଦେବଗଡ଼ ଆର ଏଣ୍ଡ ବି ବିଭାଗରେ ହେଉଥିବା ଠିକାଦାର ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଗ୍ରିମେଣ୍ଟ ରେଗୁଲାରଇଜେସନ, ବିଲ ପେମେଣ୍ଟ, ଅନୈତିକ ପେନାଲଟି, ସିକ୍ୟୁରିଟି ରିଫଣ୍ଡ , ଛୋଟ-ଛୋଟ ଜବୱାର୍କ କୁ ବାହାର ଠିକାଦାର କୁ ଦେବା ଇତ୍ୟାଦି ପ୍ରସଙ୍ଗ ସବୁକୁ ନେଇ ଏହି ଦାବିପତ୍ର ମାଧ୍ୟମରେ ଏହାର ତ୍ୱରିତ ସମାଧାନ ବାଟ ଖୋଜି ବାହାର କରିବା ପାଇଁ ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି।

ଦେବଗଡ଼ ଏକ ଆର୍ଥିକ ଭାବେ ପଛୁଆ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା ଭିତରେ ଅନେକ ଠିକାଦାର ବର୍ଷ ବର୍ଷ ଧରି କୌଣସି କାମ ନପାଇ ଆର୍ଥିକ ଅଭାବ ଅନାଟନ ଦେଇ ଗତି କରୁଥିବାବେଳେ ବିଭିନ୍ନ ବିଭାଗରେ ଛୋଟ ରୁ ବଡ ପ୍ରାୟ ସମସ୍ତ ନିର୍ମାଣ କାର୍ଯ୍ୟସବୁ ଜିଲ୍ଲା ବାହାର ଠିକାଦାର ମାନେ ଠିକାକାର୍ଯ୍ୟ କରୁଥିବା ବେଳେ, ଏହାର ସମାଧାନ ନିମନ୍ତେ ସଂଘ ପକ୍ଷ ରୁ ବାହାର ଜିଲ୍ଲା ଠିକାଦାରଙ୍କୁ ୬ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ କାର୍ଯ୍ୟରେ ଭାଗ ନ ନେବାକୁ ଅନୁରୋଧ କରାଯାଇଛି। ଦାବିପତ୍ରକୁ ଗ୍ରହଣ କରି ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଦେବଗଡ ଠିକାଦାର ସଂଘ କୁ ସଂପୂର୍ଣ୍ଣ ସହଯୋଗ କରିବା ପ୍ରତିଶୁତି ଦେଇଛନ୍ତି।

ଦେବଗଡ ଜିଲ୍ଲା ପୃଥ୍ବୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬: ଜାତୀୟ ସ୍ତରରେ ଓଡ଼ିଶାର ବାଜିମାତ, ରାଉରକେଲା ଓ କଳିଙ୍ଗନଗର ପ୍ରଥମ

September 7, 2026

IAS ଅଦଳବଦଳ: ସୁରେଶ ବଶିଷ୍ଠଙ୍କୁ ନୂଆ ଦାୟିତ୍ୱ, OMC ଅଧ୍ୟକ୍ଷ ହେଲେ ସୁଧାଂଶୁ ସାମଲ

September 7, 2026

ଓଡ଼ିଶା କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ

September 7, 2026

ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

September 7, 2026
Latest News

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬: ଜାତୀୟ ସ୍ତରରେ ଓଡ଼ିଶାର ବାଜିମାତ, ରାଉରକେଲା ଓ କଳିଙ୍ଗନଗର ପ୍ରଥମ

September 7, 2026

IAS ଅଦଳବଦଳ: ସୁରେଶ ବଶିଷ୍ଠଙ୍କୁ ନୂଆ ଦାୟିତ୍ୱ, OMC ଅଧ୍ୟକ୍ଷ ହେଲେ ସୁଧାଂଶୁ ସାମଲ

September 7, 2026

ଓଡ଼ିଶା କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୮ ପ୍ରସ୍ତାବକୁ ମଞ୍ଜୁରୀ

September 7, 2026

ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

September 7, 2026

ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.