Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋ ଖୋ ବିଶ୍ୱକପ୍ ବିଜୟୀ ଭାରତୀୟ ମହିଳା ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ଆଜିର ଖବର

ଖୋ ଖୋ ବିଶ୍ୱକପ୍ ବିଜୟୀ ଭାରତୀୟ ମହିଳା ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

January 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଥମ ଖୋ ଖୋ ବିଶ୍ୱକପ୍ ବିଜୟୀ ହୋଇଥିବା ଭାରତୀୟ ମହିଳା ଟିମକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ପ୍ରଥମ ଖୋ ଖୋ ବିଶ୍ୱକପ୍ ବିଜୟୀ ଭାରତୀୟ ମହିଳା ଟିମକୁ ଅଭିନନ୍ଦନ! ଏହି ଐତିହାସିକ ବିଜୟ ସେମାନଙ୍କ ଅତୁଳନୀୟ ଦକ୍ଷତା, ନିଷ୍ଠା ଏବଂ ଦଳଭଗତ ପ୍ରଚେଷ୍ଟାର ଫଳ।

ଏହି ବିଜୟ ଭାରତର ଅନ୍ୟତମ ପୁରାତନ ପାରମ୍ପରିକ ଖେଳ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହା ଦେଶର ଅଗଣିତ ଯୁବ କ୍ରୀଡ଼ାବିତଙ୍କୁ ଏହି ଖେଳ ପ୍ରତି ପ୍ରୋତ୍ସାହିତ କରିବ। ଏହି କୃତିତ୍ୱ ଆଗାମୀ ଦିନରେ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏହି ଖେଳ ଖେଳିବାକୁ ପ୍ରେରଣା ଦେଉ।”

ଖୋ-ଖୋ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାର ତାସ୍ ପାଇଁ ନିର୍ମମ ହତ୍ୟା, ଲକ୍ଷ୍ମୀସାଗର ମାମଲାରେ ବଡ଼ ଖୁଲାସା

November 13, 2026

ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

November 13, 2026

ଏସିଆ ରଗ୍‌ବୀ ଅଣ୍ଡର-୨୦ ଟ୍ରଫି ଉନ୍ମୋଚନ କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

November 13, 2026

ନଭେମ୍ବର ୨୯ରେ ଓଡ଼ିଶାରେ ପୂର୍ବାଞ୍ଚଳ ପରିଷଦ ବୈଠକ : ଅଧ୍ୟକ୍ଷତା କରିବେ ଅମିତ ଶାହ

November 13, 2026
Latest News

ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ବଡ଼ ନିଷ୍ପତ୍ତି: କାର୍ଯ୍ୟକାରୀ ହେବ ୧୫ ସୁପାରିଶ

November 13, 2026

ସୁନାର ତାସ୍ ପାଇଁ ନିର୍ମମ ହତ୍ୟା, ଲକ୍ଷ୍ମୀସାଗର ମାମଲାରେ ବଡ଼ ଖୁଲାସା

November 13, 2026

ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା

November 13, 2026

ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

November 13, 2026

ବଙ୍ଗୋପସାଗରରେ ପୁଣି ବାତ୍ୟା, ୧୫ ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା

November 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.