Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରାକୃତିକ ବାସସ୍ଥାନ ଏବଂ ଉପଯୁକ୍ତ ତାଲିମ ଦ୍ବାରା ବନ୍ୟଜନ୍ତୁଙ୍କୁ ମିଳିବ ନୂଆ ଜୀବନ
ଆଜିର ଖବର

ପ୍ରାକୃତିକ ବାସସ୍ଥାନ ଏବଂ ଉପଯୁକ୍ତ ତାଲିମ ଦ୍ବାରା ବନ୍ୟଜନ୍ତୁଙ୍କୁ ମିଳିବ ନୂଆ ଜୀବନ

January 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାମନଗର: ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଅତ୍ୟାଧୁନିକ ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ‘ବନ୍ତାରା ‘ ଏବେ ଇସ୍କନ ମାୟାପୁରରୁ ଦୁଇ ପୋଷା ହାତୀ ୧୮ ବର୍ଷୀୟା ବିଷ୍ଣୁପ୍ରିୟା ଏବଂ ୨୬ ବର୍ଷୀୟା ଲକ୍ଷ୍ମୀପ୍ରିୟାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ। ଗତ ବର୍ଷ ଏପ୍ରିଲ ମାସରେ ବିଷ୍ଣୁପ୍ରିୟା ନିଜ ମାହୁନ୍ତଙ୍କୁ ଘାତକ ଆକ୍ରମଣ କରିବା ପରେ ସେମାନଙ୍କ ପାଇଁ ଉତ୍ତମ ଯତ୍ନ ଏବଂ ଅନୁକୂଳ ପରିବେଶର ଆବଶ୍ୟକତା ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି।

ଏହି ସ୍ଥାନାନ୍ତର ପ୍ରକଳ୍ପ ପାଇଁ ତ୍ରିପୁରା ହାଇକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ରହିଛି। ଉଭୟ ହାତୀଙ୍କୁ ବନ୍ତାରାରେ ଏକ ଶୃଙ୍ଖଳ ମୁକ୍ତ ପ୍ରାକୃତିକ ବାସସ୍ଥାନରେ ରଖାଯିବ, ଯେଉଁଠାରେ ସେମାନେ ବିଶେଷଜ୍ଞମାନଙ୍କ ଦ୍ୱାରା ପଶୁ ଚିକିତ୍ସା, ମନୋବୈଜ୍ଞାନିକ ଯତ୍ନ ଏବଂ ସକରାତ୍ମକ ତାଲିମ ଲାଭ କରିବେ।

ଇସ୍କନର ବରିଷ୍ଠ ସଦସ୍ୟ ହୃମତୀ ଦେବୀ ଦାସୀ କହିଛନ୍ତି, “ଆମର ବିଶ୍ୱାସ ଅନୁଯାୟୀ ପ୍ରତ୍ୟେକ ଜୀବାତ୍ମା​​ସମାନ। ବନ୍ତାରାରେ ମୁଁ ସମାନ ଦୟା ଏବଂ ଆଦର୍ଶ ଦେଖିଲି ଯାହାକୁ ଆମେ ବିଶ୍ୱାସ କରୁ। ବିଷ୍ଣୁପ୍ରିୟା ଏବଂ ଲକ୍ଷ୍ମୀପ୍ରିୟା ଏଠାରେ ସୁଖୀ ଏବଂ ସ୍ୱତନ୍ତ୍ର ଜୀବନ ଅତିବାହିତ କରିବେ।”

ପେଟା ଇଣ୍ଡିଆ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ସ୍ଥାନାନ୍ତରକୁ ସମର୍ଥନ କରାଯାଇଛି। ହାତୀମାନଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ହେଉଛି ବନ୍ତାରାର ମୂଖ୍ୟ ଉଦ୍ଦେଶ୍ୟ। ଏଠାରେ ସେମାନଙ୍କୁ ସାମାଜିକ ବନ୍ଧନ ଏବଂ ସ୍ୱାଭାବିକ ଜୀବନର ଅନୁଭବ ମିଳିବ, ଯାହା ସେମାନଙ୍କର ପୁନର୍ବାସ ଏବଂ ସାମଗ୍ରିକ ସୁସ୍ଥତା ଦିଗରେ ସହାୟକ ହେବ।

ଅନନ୍ତ ଅମ୍ବାନୀ ବନ୍ତାରା ହାତୀ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୋଟରସାଇକେଲ ଆରୋହୀ ମୃତ

January 31, 2026

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଟି-୨୦: ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ!

January 31, 2026

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

January 31, 2026

କଂଗ୍ରେସ, ବାମପନ୍ଥୀ, ନା ବିଜେପି?: କେରଳରେ ଲୋକସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ

January 31, 2026
Latest News

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୋଟରସାଇକେଲ ଆରୋହୀ ମୃତ

January 31, 2026

ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

January 31, 2026

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଟି-୨୦: ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ!

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.