Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୬୧ ଟି ପଦବୀରେ ନିଯୁକ୍ତି ଦେବ ଓଡ଼ିଶା ଉଠା ଜଳସେଚନ ନିଗମ, ବୋର୍ଡ ବୈଠକରେ ନିଷ୍ପତି
ଆଜିର ଖବର

୨୬୧ ଟି ପଦବୀରେ ନିଯୁକ୍ତି ଦେବ ଓଡ଼ିଶା ଉଠା ଜଳସେଚନ ନିଗମ, ବୋର୍ଡ ବୈଠକରେ ନିଷ୍ପତି

January 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
IRREGATION
୨୬୧ ଟି ପଦବୀରେ ନିଯୁକ୍ତି ଦେବ ଓଡ଼ିଶା ଉଠା ଜଳସେଚନ ନିଗମ, ବୋର୍ଡ ବୈଠକରେ ନିଷ୍ପତି

ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର  ୨୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ (ବୋର୍ଡ ଅଫ୍ ଡାଇରେକ୍ଟର୍ସ )  ବୈଠକ ଗତ ୨୪ ତାରିଖ ଶୁକ୍ରବାର ଦିନ ଉନ୍ନୟନ କମିଶନର ଏବଂ  ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏଲ୍ଆଇସିର ଅଧ୍ୟକ୍ଷ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଏଲଆଇସିର  ପରିଚାଳନା ନିର୍ଦ୍ଦେଶକ ତଥା ବୋର୍ଡର ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର କରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ବୈଠକରେ ଆଲୋଚନା ପୂର୍ବକ  ପରିଷଦ ଦ୍ୱାରା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି l କନ୍ଧମାଳ ଜିଲ୍ଲାରେ ୫୦୦ ଟି,  ମୟୂରଭଞ୍ଜ  ଜିଲ୍ଲାରେ ୬୦୦ ଟି, ଦେବଗଡ଼ ଜିଲ୍ଲାରେ ୩୦୦ଟି , କୋରାପୁଟ ଜିଲ୍ଲାରେ ୭୦୦ ଟି , ନବରଙ୍ଗପୁର ଜିଲ୍ଲାରେ ୧୦୦୦ ଟି ଏବଂ   ନୂଆପଡ଼ା ଜିଲ୍ଲାରେ ୧୦୦୦ ସଂଖ୍ୟକ ସୋଲାର ଡିପ୍ ବୋରୱେଲ ସ୍ଥାପନ ପାଇଁ ଟେଣ୍ଡର ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଛି ।

ଏଥି ସହିତ ମଞ୍ଜୁରୀପ୍ରାପ୍ତ ଖାଲି ପଦବୀରେ ୨୬୧ ଟି ବୈଷୟିକ ଓ ଅଣ ବୈଷୟିକ କର୍ମଚାରୀ ନିଯୁକ୍ତି ପାଇଁ ଅନୁମୋଦନ କରାଯାଇଛି। ଏଥିସହ ନିଗମର ନିୟମିତ କର୍ମଚାରୀଙ୍କ ସପକ୍ଷରେ ଅତିରିକ୍ତ ୪% ମହଙ୍ଗା ଭତ୍ତା (ଡିଏ)କୁ ମଧ୍ୟ ବୋର୍ଡ ଅନୁମୋଦନ କରିଥିବା ବୈଠକରୁ ଜଣାଯାଇଛି ।

ଅନୁ ଗର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କ ପିଲା କ’ଣ ପ୍ରତିଦିନ ଫାଷ୍ଟଫୁଡ୍ ଖାଉଛି?; ହୋଇଯା’ନ୍ତୁ ସାବଧାନ, ନଚେତ ହେବ ଭୟଙ୍କର କ୍ଷତି

December 25, 2025

ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବେ କେନ୍ଦ୍ର ସରକାର: ଖଣି ଲିଜ୍ ଉପରେ ପୂର୍ଣ୍ଣ ନିଷେଧାଦେଶ

December 25, 2025

୪୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

December 25, 2025

କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶକୁ ଦୃଢ ବିରୋଧ କରାଯିବ: ରାଜସ୍ୱ ମନ୍ତ୍ରୀ

December 25, 2025
Latest News

ସଦୈବ ଅଟଳ: ଯାହାଙ୍କ ନିରବତା ଥିଲା ଶବ୍ଦଠାରୁ ଅଧିକ ଶକ୍ତିଶାଳୀ

December 25, 2025

ଆପଣଙ୍କ ପିଲା କ’ଣ ପ୍ରତିଦିନ ଫାଷ୍ଟଫୁଡ୍ ଖାଉଛି?; ହୋଇଯା’ନ୍ତୁ ସାବଧାନ, ନଚେତ ହେବ ଭୟଙ୍କର କ୍ଷତି

December 25, 2025

ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବେ କେନ୍ଦ୍ର ସରକାର: ଖଣି ଲିଜ୍ ଉପରେ ପୂର୍ଣ୍ଣ ନିଷେଧାଦେଶ

December 25, 2025

୪୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

December 25, 2025

କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶକୁ ଦୃଢ ବିରୋଧ କରାଯିବ: ରାଜସ୍ୱ ମନ୍ତ୍ରୀ

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.