Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେପାଳରେ ଭୟଙ୍କର ବର୍ଷା : ୧୭ ମୃତ, ୬ ନିଖୋଜ
ଆଜିର ଖବର

ନେପାଳରେ ଭୟଙ୍କର ବର୍ଷା : ୧୭ ମୃତ, ୬ ନିଖୋଜ

July 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
43 killed as heavy rains lash Nepal
43 killed as heavy rains lash Nepal

ନେପାଳରେ ଭୟଙ୍କର ବର୍ଷା ପ୍ରଭାବରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ମୋରାଙ୍ଗର ୪୦୦ ପରିବାର ଏବଂ ବାରାର ୩୫ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଛି। ଭୟଙ୍କର ବର୍ଷା ଫଳରେ ବନ୍ୟା ଏବଂ ଭୂସ୍ଖଳନ ଘଟି ଏହି ମୃତ୍ୟୁ ଘଟିଛି। ରାଜଧାନୀ କାଠମାଣ୍ଡୁର ମୁଲ୍‌ପାନୀ ଅଞ୍ଚଳରେ ଏକ ଘର ଭୁଷୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ଅନ୍ୟାନ୍ୟ ୧୩ ଜଣ ଆହତ ହୋଇଛନ୍ତି। ବନ୍ୟା ଏବଂ ଭୂସ୍ଖଳନ ଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରବଳ ମୌସୁମୀ ବର୍ଷାରେ ବିଭିନ୍ନ ନଦୀରେ ବନ୍ୟା ଆସିଥିବା ନେଇ ନେପାଳ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share. Facebook Twitter LinkedIn Email WhatsApp Copy Link

Related Posts

CJP ପ୍ରତିବାଦ: ସ୍ୱତନ୍ତ୍ର ଭରଦ୍ୱାଜ ମାମଲା ଉପରେ ଗମ୍ଭୀର ହେଲେ CJI 

September 10, 2026

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026
Latest News

CJP ପ୍ରତିବାଦ: ସ୍ୱତନ୍ତ୍ର ଭରଦ୍ୱାଜ ମାମଲା ଉପରେ ଗମ୍ଭୀର ହେଲେ CJI 

September 10, 2026

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

September 10, 2026

IDBI Bank Privatization: ଘରୋଇକରଣ ଦୌଡ଼ରେ Fairfax ଆଗରେ!, କ’ଣ ପଡ଼ିବ ପ୍ରଭାବ?

September 10, 2026

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.