୧୯ ବର୍ଷରୁ କମ୍ ମହିଳା ଟି-୨୦ବିଶ୍ୱକପ୍ ୨୦୨୫ ବିଜେତା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Published: Feb 4, 2025, 7:47 am IST

ନୂଆଦିଲ୍ଲୀ: ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ବିଶ୍ୱକପ୍ ୨୦୨୫ ବିଜେତା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସ ର ଏକ ପୋଷ୍ଟରେ ସେ କହିଛନ୍ତି:

“ଆମ ନାରୀଶକ୍ତି ପାଇଁ ଅତ୍ୟନ୍ତ ଗର୍ବିତ! ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ବିଶ୍ୱକପ୍ ୨୦୨୫ ବିଜୟୀ ହୋଇଥିବା ଭାରତୀୟ ଦଳକୁ ଅଭିନନ୍ଦନ। ଏହି ବିଜୟ ଦଳଗତ ଦକ୍ଷତା ଏବଂ ଦୃଢ଼ତାର ଫଳ। ଆଗାମୀ ପିଢ଼ିର ଅନେକ କ୍ରୀଡ଼ାବିତଙ୍କୁ ଏହା ପ୍ରୋତ୍ସାହିତ କରିବ। ଦଳକୁ ଆଗାମୀ ଦିନର ସମସ୍ତ ପ୍ରୟାସ ପାଇଁ ଶୁଭେଚ୍ଛା।”

Related posts