Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ଅନୁଭୂତି ବଖାଣିଲେ ପୁରୀରେ ଥିବା ଛାତ୍ର ଛାତ୍ରୀ
ଆଜିର ଖବର

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ଅନୁଭୂତି ବଖାଣିଲେ ପୁରୀରେ ଥିବା ଛାତ୍ର ଛାତ୍ରୀ

February 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପରୀକ୍ଷା ପେ ଚର୍ଚ୍ଚା
ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଏକ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ ହେବା ସହ ପିଲାମାନଙ୍କ ମଧ୍ୟରେ ସଚେତନତା କରୁଥିବା ପରିଲକ୍ଷିତ ହୋଇଅଛି। ପରୀକ୍ଷା କୁ ନେଇ ପିଲାମାନଙ୍କ ମଧ୍ୟରେ ରହିଥିବା ଭୟ ଦୂରୀକରଣ କରିବା ସହ ପରୀକ୍ଷା ସମୟରେ ଉନ୍ନତ ପ୍ରସ୍ତୁର୍ତ୍ତି ନେଇ ଏହି କାର୍ଯ୍ୟକ୍ରମ ବେଶ ଲାଭଦାୟକ ହୋଇପାରିଛି। ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପରୀକ୍ଷା କୁ ନେଇ କିଭଳି ପ୍ରସ୍ତୁର୍ତ୍ତ ରହିବେ ସେ ଦିଗରେ ପ୍ରଧାନମନ୍ତ୍ରୀ ନିଜେ ବିଚାର ବିମର୍ଶ କରୁଥିବା ହେତୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି।

ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରଣା ଛାତ୍ର ଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରିଥିବାବେଳେ ଏହାକୁ ନେଇ ପରୀକ୍ଷା ପୂର୍ବରୁ ସେମାନେ ପ୍ରସ୍ତୁତି ନିଆରା ଢଙ୍ଗରେ କରୁଥିବା ମତ ପ୍ରକାଶ କରିଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କର ମାର୍ଗଦର୍ଶନ ପିଲାମାନଙ୍କୁ ବେଶ ସହାୟକ ହୋଇଥିବା ବେଳେ ଏଥିରେ ସେମାନେ ଅନୁପ୍ରାଣିତ ହୋଇଛନ୍ତି। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ପୁରୀରେ ଥିବା ଛାତ୍ର ଛାତ୍ରୀ ମାନେ ବେଶ ଆଗ୍ରହ ପ୍ରକାଶ କରିଥିବାବେଳେ ଏହା ସେମାନଙ୍କ ଜୀବନରେ ଏକ ନୂତନ ଅନୁଭୂତି ଆଣିଥିବା ପ୍ରକାଶ କରିଛନ୍ତି।

ସେହିପରି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ଅବିଭାବକ ହିସାବରେ ପିଲାମାନଙ୍କୁ ମାର୍ଗଦର୍ଶନ ଦେଉଥିବାବେଳେ ଏହା ଏକ ନୂତନ ମାଇଲଷ୍ଟୋନ ସୃଷ୍ଟି କରିଥିବା ଜଣାପଡିଛି। ପରୀକ୍ଷା କୁ ନେଇ ଛାତ୍ର ଛାତ୍ରୀ ମାନେ ପୂର୍ବରୁ ଆତ୍ମହତ୍ୟା ଭଳି କଡା ପଦକ୍ଷେପ ନେଉଥିବା ଘଟଣା ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା କାର୍ଯ୍ୟକ୍ରମ ପରେ ଏକ ପ୍ରକାର କମିଥିବା ପରିଲକ୍ଷିତ ହୋଇଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶିକ୍ଷକ ଓ ଅବିଭାବକ ମାନଙ୍କ ମଧ୍ୟରେ ସଚେତନ କରାଇଥିବା ମତ ପ୍ରକାଶ ପାଇଛି।

ପୁରୀରେ ଥିବା ଦୁଇ ପ୍ରମୁଖ ବିଦ୍ୟାଳୟ ପୁରୀ ପୋଲିସ ଲାଇନ ଓ ପୁରୀ ଜିଲ୍ଲା ସ୍କୁଲ ରେ ଛାତ୍ର ଛାତ୍ରୀ ମାନେ ପ୍ରଧାନ ମନ୍ତ୍ରୀ ଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ବେଶ ପ୍ରଂଶସା କରିଥିବା ପରିଲକ୍ଷିତ ହୋଇଛି।

ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.