Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶପଥ ଗ୍ରହଣ କଲେ ଆଦର୍ଶ ବିଦ୍ୟାଳୟ ଟିଚର୍ସ ଆସୋସିଏସନ୍ ର ନବ ନିର୍ବାଚିତ ପ୍ରତିନିଧି
ଆଜିର ଖବର

ଶପଥ ଗ୍ରହଣ କଲେ ଆଦର୍ଶ ବିଦ୍ୟାଳୟ ଟିଚର୍ସ ଆସୋସିଏସନ୍ ର ନବ ନିର୍ବାଚିତ ପ୍ରତିନିଧି

February 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଦର୍ଶ ବିଦ୍ୟାଳୟ ଟିଚର୍ସ ଆସୋସିଏସନ୍ (ଆଭ୍ଟା) ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ନବ ନିର୍ବାଚିତ ପ୍ରାର୍ଥୀ ଆଜି ଓଏଏସ ଭବନ ଖାରବେଳ ନଗର ଠାରେ ଆଦର୍ଶ ବିଦ୍ୟାଳୟର ନିର୍ବାଚନ ଟିମ୍ ମଣ୍ଡଳୀ ଠାରୁ ଶପଥ ପାଠ ଗ୍ରହଣ କରିଛନ୍ତି। ଆଦର୍ଶ ବିଦ୍ୟାଳୟର ରାଜ୍ୟ ନିର୍ବାଚିତ ପ୍ରତିନିଧି ହେଲେ ସଭାପତି ରିପୁଦମନ ସୈାରଭ ମିଶ୍ର, ସାଧାରଣ ସମ୍ପାଦକ ଶୁଭାଶିଷ ଦାସ, ପୁରୁଷ ଉପସଭାପତି ପ୍ରଫୁଲ୍ଲ କୁମାର ଗେରୁ, ମହିଳା ଉପସଭାପତି ମଞ୍ଜୁଷା ମିଶ୍ର, କୋଷାଧ୍ୟକ୍ଷ ହରେକୃଷ୍ଣ ମହାପାତ୍ର, ଯୁଗ୍ମ ସମ୍ପାଦିକା ଅମ୍ବିକା ସାମଲ ଓ ସହକାରୀ କୋଷାଧ୍ୟକ୍ଷ ଗୁରୁ ବଦରବିନ୍ଦ ରାଉତ।

ଆଗାମୀ ଦିନରେ ଆଦର୍ଶ ବିଦ୍ୟାଳୟରେ ଯାହା ଦାବି ଅଛି ନିର୍ବାଚିତ ପ୍ରତିନିଧିମାନେ ତାହା ଆଗାମୀ ଦିନରେ ମୌଳିକ ଦାବି ସରକାର ଆଗରେ ଉପସ୍ଥାପନ କରି ତାହାର ସମାଧାନ ନେଇ ଶତଚେଷ୍ଟିତ ହେବେ ବୋଲି କହିଥିଲେ।

ନିର୍ବାଚିତ କରେଇଥିବା ଆଦର୍ଶ ବିଦ୍ୟାଳୟର ନିର୍ବାଚନ କମିଶନର ମିନକେତନ ରାୟ ଏବଂ ତାଙ୍କ ଟିମ୍ କୁ ସହଯୋଗ କରିଥିବା ସଦସ୍ୟ ହେଲେ ଦେବରାଜ ଦାସ, ଅମରଜିତ୍ ରାୟ, ସୈାଭାଗ୍ୟ ପ୍ରହରାଜ, ଲିଙ୍ଗରାଜ ପଣ୍ଡା, ସୈାମ୍ୟ ରଞ୍ଜନ ଯୋଶୀ ଓ ରଞ୍ଜନ କୁମାର ପାତ୍ର।

ଆଦର୍ଶ ବିଦ୍ୟାଳୟ ଖାରବେଳ ନଗର
Share. Facebook Twitter LinkedIn Email WhatsApp Copy Link

Related Posts

ଗଜପତି ଡବଲ ମର୍ଡର ମାମଲା: ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

September 17, 2026

ଲାଲ୍ ବସ୍‌ରେ PDAର ନୂଆ ଫର୍ମୁଲା, ୨୦୨୭ ପୂର୍ବରୁ ଅଖିଳେଶଙ୍କ ବଡ଼ ରଣନୀତି

September 17, 2026

ଦିଶା ସାଲିଆନ୍ ମାମଲାରେ ରିଆ ଚକ୍ରବର୍ତ୍ତୀ ନୀରବ: FIR ଦାଖଲ କଲା CBI 

September 17, 2026

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

September 17, 2026
Latest News

ଗଜପତି ଡବଲ ମର୍ଡର ମାମଲା: ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

September 17, 2026

ଲାଲ୍ ବସ୍‌ରେ PDAର ନୂଆ ଫର୍ମୁଲା, ୨୦୨୭ ପୂର୍ବରୁ ଅଖିଳେଶଙ୍କ ବଡ଼ ରଣନୀତି

September 17, 2026

ଦିଶା ସାଲିଆନ୍ ମାମଲାରେ ରିଆ ଚକ୍ରବର୍ତ୍ତୀ ନୀରବ: FIR ଦାଖଲ କଲା CBI 

September 17, 2026

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

September 17, 2026

ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.