Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଜାରଗ୍ୟୁସ୍ ଯୁଦ୍ଧ ସମାଧିସ୍ଥଳ ପରିଦର୍ଶନ କଲେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି
ଆଜିର ଖବର

ମାଜାରଗ୍ୟୁସ୍ ଯୁଦ୍ଧ ସମାଧିସ୍ଥଳ ପରିଦର୍ଶନ କଲେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି

February 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ସକାଳେ ମାର୍ସିଲିର ମାଜାରଗ୍ୟୁସ୍ ଯୁଦ୍ଧ ସମାଧି ସ୍ଥଳ ପରିଦର୍ଶନ କରିଥିଲେ ଓ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଭୟ ନେତା ମୃତକଙ୍କ ବଳିଦାନକୁ ସମ୍ମାନ ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମାଜାରଗ୍ୟୁସ୍ ଯୁଦ୍ଧ କବରସ୍ଥାନ ୟୁରୋପରେ ଶାନ୍ତି ପାଇଁ ଲଢ଼ିଥିବା ଭାରତୀୟ ସୈନିକଙ୍କ ବୀରତ୍ୱ ଏବଂ ବଳିଦାନର ଇତିହାସକୁ ସଂରକ୍ଷଣ କରେ। ସେମାନଙ୍କର କାହାଣୀ ଅନେକଙ୍କୁ ପ୍ରେରଣା ଦେଇ ଚାଲିଛି। ଏହି ସମାଧିସ୍ଥଳ ଭାରତ-ଫ୍ରାନ୍ସ ସମ୍ପର୍କକୁ ସୁଦୃଢ଼ କରୁଥିବା ଲୋକ ସମ୍ପର୍କକୁ ସ୍ମରଣ କରିଥାଏ।

ଇମାନୁଏଲ ମାକ୍ରନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶାନ୍ତ ମହାସାଗରରେ ବିରାଟ ମହାବାତ୍ୟା ‘ପୋଲୋ’: ୩୦୦ କିମି ଟପିପାରେ ପବନର ବେଗ

September 24, 2026

ଏମ୍ସରେ ଆରୋଗ୍ୟ ହେଉଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ

September 24, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା କାର, ମନ୍ତ୍ରୀଙ୍କ ଝିଅଙ୍କ ସହ ୪ ମୃତ

September 24, 2026

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବିପର୍ଯ୍ୟୟ: ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ

September 24, 2026
Latest News

ପ୍ରଶାନ୍ତ ମହାସାଗରରେ ବିରାଟ ମହାବାତ୍ୟା ‘ପୋଲୋ’: ୩୦୦ କିମି ଟପିପାରେ ପବନର ବେଗ

September 24, 2026

ଏମ୍ସରେ ଆରୋଗ୍ୟ ହେଉଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ

September 24, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା କାର, ମନ୍ତ୍ରୀଙ୍କ ଝିଅଙ୍କ ସହ ୪ ମୃତ

September 24, 2026

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବିପର୍ଯ୍ୟୟ: ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ

September 24, 2026

ଆମେରିକାରେ ପହଞ୍ଚିବା ପରେ ସି ଜିନପିଙ୍ଗଙ୍କୁ ବଡ଼ ଉପହାର ଦେଲେ ଦେଲେ ଟ୍ରମ୍ପ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.