Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ମହିଳା ପ୍ରିମିୟର ଲିଗ୍, ଗୁଜୁରାଟ-ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ମ୍ୟାଚ୍; ଜାଣନ୍ତୁ ସମସ୍ତ ବିବରଣୀ
ଆଜିର ଖବର

ଆଜିଠାରୁ ମହିଳା ପ୍ରିମିୟର ଲିଗ୍, ଗୁଜୁରାଟ-ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ମ୍ୟାଚ୍; ଜାଣନ୍ତୁ ସମସ୍ତ ବିବରଣୀ

February 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ 2025 (WPL 2025) ଆଜିଠାରୁ ଆରମ୍ଭ ହେବ। ଏଥର ଟୁର୍ଣ୍ଣାମେଣ୍ଟର ତୃତୀୟ ସିଜନ୍ ଖେଳାଯିବ। ଅନ୍ୟ ଦୁଇଟି ସଂସ୍କରଣ ପରି, ଏଥର ମଧ୍ୟ ସମୁଦାୟ 5 ଟି ଦଳ ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିବେ। ପୂର୍ବ ପରି ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 22 ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ 20 ଟି ଲିଗ୍ ମ୍ୟାଚ୍, 1 ଟି ଏଲିମେଟର୍ ଏବଂ 1 ଟି ଫାଇନାଲ୍ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଜିଆଣ୍ଟସ୍ ମଧ୍ୟରେ ଖେଳାଯିବ। ତେବେ ଏହି ମ୍ୟାଚ୍ ସହିତ ଜଡିତ ସମ୍ପୂର୍ଣ୍ଣ ବିବରଣୀ ଜାଣିବା….

ପିଚ୍ ରିପୋର୍ଟ:

ଆରସିବି ଏବଂ ଗୁଜୁରାଟ ମଧ୍ୟରେ ମ୍ୟାଚ୍ ବଡୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ସନ୍ଧ୍ୟା 7:30 ରେ ଆରମ୍ଭ ହେବ। କୋଟାମ୍ବୀ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ମହିଳା ଟି -20 ମ୍ୟାଚ୍ ଖେଳାଯାଇ ନାହିଁ। ଏଠାରେ କେବଳ ତିନିଟି ମହିଳା ଏକଦିବସୀୟ ଖେଳାଯାଇଛି, ଯେଉଁଥିରେ ପ୍ରଥମ ଇନିଂସର ହାରାହାରି ସ୍କୋର 278 ରନ୍ ହୋଇଛି। ସେହି ଗ୍ରାଉଣ୍ଡରେ ODI ର ଉଚ୍ଚ ସ୍କୋର ଥିଲା 358/5 ରନ୍।

ଲାଇଭ୍ ଷ୍ଟ୍ରିମିଂ:

ଗୁଜୁରାଟ ଜଏଣ୍ଟସ୍ ଏବଂ ଆରସିବି ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସ୍ପୋର୍ଟସ୍ ନେଟୱାର୍କ 18 ମାଧ୍ୟମରେ ଭାରତରେ ଟିଭିରେ ସିଧା ପ୍ରସାରଣ ହେବ। ଏହା ବ୍ୟତୀତ ମ୍ୟାଚଗୁଡ଼ିକର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମାରେ ହେବ।

ଆରସିବି ବନାମ ଗୁଜୁରାଟ:

ଗୁଜୁରାଟ ଜଏଣ୍ଟସ୍ ଏବଂ ଆରସିବି ମଧ୍ୟରେ ଏପର୍ଯ୍ୟନ୍ତ ମୋଟ 4 ଟି ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚଗୁଡିକରେ ଉଭୟ ଦଳ 2-2 ମ୍ୟାଚ୍ ଜିତିଛନ୍ତି।

Gujarat Giants Royal Challengers Bengaluru WPL WPL 2025
Share. Facebook Twitter LinkedIn Email WhatsApp Copy Link

Related Posts

ଟଳିଲା ବଡ଼ ଦୁର୍ଘଟଣା: ବ୍ରିଟେନରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

October 5, 2025

କେବେ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ?: ସବୁ କିଛି ସ୍ପଷ୍ଟ କଲେ ସିଇସି ଜ୍ଞାନେଶ କୁମାର

October 5, 2025

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

October 5, 2025

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025
Latest News

ଟଳିଲା ବଡ଼ ଦୁର୍ଘଟଣା: ବ୍ରିଟେନରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

October 5, 2025

କେବେ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ?: ସବୁ କିଛି ସ୍ପଷ୍ଟ କଲେ ସିଇସି ଜ୍ଞାନେଶ କୁମାର

October 5, 2025

ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

October 5, 2025

ଦାର୍ଜିଲିଂ ଭୂସ୍ଖଳନ: ଏପର୍ଯ୍ୟନ୍ତ ୧୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି

October 5, 2025

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.