Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ସୋଲ୍ ଲିଡରସିପ୍ କନକ୍ଲେଭର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆସନ୍ତାକାଲି ସୋଲ୍ ଲିଡରସିପ୍ କନକ୍ଲେଭର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’
ଆଜି ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସୋଲ୍ ଲିଡରସିପ୍ ସମ୍ମିଳନୀର ପ୍ରଥମ ସଂସ୍କରଣକୁ ଉଦଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଭୁଟାନର ପ୍ରଧାନମନ୍ତ୍ରୀ ଦାଶୋ ସେରିଙ୍ଗ ତୋବଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେବେ।

ଫେବୃଆରୀ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ହେବାକୁ ଥିବା ସୋଲ୍ ଲିଡରସିପ୍ ସମ୍ମିଳନୀ ଏକ ମିଳିତ ମଞ୍ଚ ଭାବେ କାର୍ଯ୍ୟ କରିବ, ଯେଉଁଥିରେ କି ନେତାମାନେ ରାଜନୀତି, ଖେଳ, କଳା, ମିଡିଆ, ଆଧ୍ୟାତ୍ମିକ ଦୁନିଆ, ସାର୍ବଜନୀକ ନୀତି, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ନିଜ ପ୍ରେରଣାପୂର୍ଣ୍ଣ ଜୀବନ ଯାତ୍ରା ସମ୍ପର୍କରେ ବିଚାର ବ୍ୟକ୍ତ କରିବେ ଏବଂ ନେତୃତ୍ୱ ସମ୍ବନ୍ଧିତ ପଦକ୍ଷେପ ଉପରେ ଚର୍ଚ୍ଚା କରିବେ। ସମ୍ମିଳନୀ ସହଯୋଗ ଓ ବିଚାର ନେତୃତ୍ୱର ଏକ ଇକୋ ସିଷ୍ଟମକୁ ଆଗକୁ ନେବ, ଯେଉଁଥିରେ ଯୁବା ଦର୍ଶକମାନଙ୍କୁ ପ୍ରେରିତ କରିବା ପାଇଁ ବିଫଳତା ଏବଂ ସଫଳତା ଉଭୟକୁ ଶିଖିବାର ସୁବିଧା ମିଳିବ।

ଗୁଜରାଟରେ ଆଗାମୀ ଦିନରେ ଖୋଲିବାକୁ ଯାଉଥିବା ସ୍କୁଲ ଅଫ୍ ଅଲଟିମେଟ ଲିଡରସିପ୍ ଏକ ନେତୃତ୍ୱ ସଂସ୍ଥାନ ହେବ ଯାହାକି ଜନସେବକଙ୍କୁ ଜନହିତରେ ଅଗ୍ରସର ହେବାକୁ ସକ୍ଷମ କରାଇବ। ଏହାର ଉଦ୍ଦେଶ୍ୟ ଔପଚାରିକ ପ୍ରଶିକ୍ଷଣ ମାଧ୍ୟମରେ ଭାରତରେ ରାଜନୀତିକ ନେତୃତ୍ୱର ପରିଦୃଶ୍ୟକୁ ବ୍ୟାପକ କରିବା। ଏହି ପ୍ରକ୍ରିୟାରେ ଏଭଳି ଲୋକଙ୍କୁ ସାମିଲ କରାଯିବ ଯେଉଁମାନେ କି କେବଳ ବଂଶାନୁଗତ ରାଜନୀତି ନୁହେଁ, ବରଂ ସାର୍ବଜନୀକ ସେବା ପାଇଁ ଯୋଗ୍ୟତା, ପ୍ରତିବଦ୍ଧତା ଏବଂ ଉତ୍ସାହ ମାଧ୍ୟମରେ ଆଗକୁ ବଢ଼ିବେ। ସୋଲ ଆଜିର ଦୁନିଆରେ ନେତୃତ୍ୱ ପାଇଁ କଠିନ ଆହ୍ୱାନକୁ ମାର୍ଗନିଦର୍ଶନ କରିବା ପାଇଁ ଆବଶ୍ୟକ ତଥ୍ୟ, କୌଶଳ ଏବଂ ବିଶେଷଜ୍ଞତା ଆଣିପାରିବ।

ନରେନ୍ଦ୍ର ମୋଦୀ ପ୍ରଥମ ସଂସ୍କରଣ ଭାରତ ମଣ୍ଡପମ ସୋଲ୍ ଲିଡରସିପ୍ କନକ୍ଲେଭ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Latest News

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.