Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମରେ ଆମ ହସ୍ପିଟାଲ ଯୋଜନାରେ ପୁଣି ୪୯ ସରକାରୀ ମେଡିକାଲ ସାମିଲ
ଆଜିର ଖବର

ଗଞ୍ଜାମରେ ଆମ ହସ୍ପିଟାଲ ଯୋଜନାରେ ପୁଣି ୪୯ ସରକାରୀ ମେଡିକାଲ ସାମିଲ

February 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ୍ମାନ କାର୍ଡ
ଆୟୁଷ୍ମାନ କାର୍ଡରେ ଚିକିତ୍ସା ପାଇଁ ମନା କରୁଛି କି ହସ୍ପିଟାଲ?,ତେବେ କେଉଁଠି କରିବେ ଅଭିଯୋଗ? ଜାଣନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବଦଳିବ ସ୍ୱାସ୍ଥ୍ୟ ସେବାର ଚିତ୍ର। ଗଞ୍ଜାମ ଜିଲ୍ଲାରେ ଆମ ହସ୍ପିଟାଲ ଯୋଜନାର ଫେଜ -୨ରେ ପୁଣି ୪୯ ସରକାରୀ ମେଡିକାଲ ସାମିଲ ହୋଇଛନ୍ତି। ଏଥିପାଇଁ ୮୩ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ସୂଚନା ମିଳିଛି।

୧୩ ଟି ନିର୍ବାଚନ ମଣ୍ଡଳୀର ୧୧ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ୩୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩ ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛନ୍ତି। ୪୯ ଟି ମେଡିକାଲର ଉନ୍ନତିକରଣ କିପରି ହେବ ସେନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସିଭିଲ କାମ କଣ ସବୁ କରାଯିବ ସେନେଇ ଆଲୋଚନା ହୋଇଥିଲା। ଏକ ପ୍ଲାନ ପ୍ରସ୍ତୁତ କରିବା ସହ ଆର୍କିଟେକ ସହୟତା ନେବା ପାଇଁ କୁହାଯାଇଛି।

ଆମ ହସ୍ପିଟାଲ ଯୋଜନାରେ ଭିତ୍ତିଭୂମି ସୁଦୃଢ ସହ କୋଠାର ଉନ୍ନତିକରଣ ସହ ଅନୁକୁଳ ପରିବେଶରେ ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା। ସିଭିଲ କାର୍ଯ୍ୟ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପିଛା ୨୯୨ ଲକ୍ଷ ଖର୍ଚ୍ଚ କରାଯିବ ସେହିପରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପିଛା ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ କୁହାଯାଇଛି। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ୩ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଛତ୍ରପୁର ନିର୍ବାଚନ ମଣ୍ଡଳୀର ୪ଟି, ହିଞ୍ଜିଳିର ୫, କବିସୂର୍ଯ୍ୟନଗରର ୩, ଖଲ୍ଲିକୋଟର ୬, ଦିଗପହିର ୭, ଚିକିଟି ୪, ସାନଖେମୁି ୫, ଗୋପାଳପୁର ୧ , ସୋରଡା ୪, ଭଞ୍ଜନଗର ୪, ପୋଲସରା ୨ ଓ ଆସିକା ହୋଇଥିଲା। ଏକ ପ୍ଲାନ ପ୍ରସ୍ତୁତ କରିବା ସହ ଆର୍କିଟେକ ସହୟତା ନେବା ପାଇଁ କୁହାଯାଇଛି।

ଆମ ହସ୍ପିଟାଲ ଯୋଜନାରେ ଭିତିଭୂମି ସୁଦୃଢ ସହ କୋଠାର ଉନ୍ନତିକରଣ ସହ ଅନୁକୁଳ ପରିବେଶରେ ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା। ସିଭିଲ କାର୍ଯ୍ୟ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପିଛା ୨୯୨ ଲକ୍ଷ ଖର୍ଚ୍ଚ କରାଯିବ ସେହିପରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପିଛା ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ କୁହାଯାଇଛି।

ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ୩ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଛତ୍ରପୁର ନିର୍ବାଚନ ମଣ୍ଡଳୀର ୪ଟି, ହିଞ୍ଜିଳିର ୫, କବିସୂର୍ଯ୍ୟନଗରର ୩, ଖଲ୍ଲିକୋଟର ୬, ଦିଗପହିର ୭, ଚିକିଟି ୪, ସାନଖେମୁି ୫, ପାଇଁ ଗୋପାଳପୁର୧ , ସୋରଡା ୪, ଭଞ୍ଜନଗର ୪, ପୋଲସରା ୨ ଓ ଆସିକା ନିର୍ବାଚନ ମଳୀରେ ୧ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲାପାଳ ଦୀନା ଦସ୍ତାଗିର,ଆଇଏଏସ ପ୍ରୋବିସନାଲ ପ୍ରଣିତା ଦାଶ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ପୂର୍ତ ବିଭାଗ,ଜଳ ଓ ପରିମଳ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲାରେ ଆମ ହସ୍ପିଟାଲ ଯୋଜନାର ଫେଜ ୧ ରେ ୧୧ ଟି ସରକାରୀ ମେଡିକାଲ ସାମିଲ ଥିଲେ।

Ganjam
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026
Latest News

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି 

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.