Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ପଦବୀ ଖାଲି ନେଇ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ
ଆଜିର ଖବର

ସରକାରୀ ପଦବୀ ଖାଲି ନେଇ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

July 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସରକାରୀ ପଦବୀ ଖାଲି ନେଇ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କହିବାନୁଯାୟୀ, ରାଜ୍ୟରେ ମୋଟ୍‌ ୪ ଲକ୍ଷ ୯୭ ହଜାର ୨୫୭ଟି ସରକାରୀ ମଞ୍ଜୁରିପ୍ରାପ୍ତ ପଦବୀ ରହିଛି । କିନ୍ତୁ ସେଥିରୁ ୧ ଲକ୍ଷ ୨୦ହଜାର ୫୧୨ଟି ପଦବୀ ଖାଲି ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଖୋଦ୍‌ ସରକାରଙ୍କ ବିଭିନ୍ନ ବିଭାଗରେ ଏତେ ମାତ୍ରାରେ ପଦବୀ ଖାଲି ପଡ଼ିଛି ତେବେ ଘରୋଇ ସଂସ୍ଥାଗୁଡ଼ିକ କଥା ନକହିବା ଭଲ । ଅନ୍ୟପଟେ ଅଣମଞ୍ଜୁରିପ୍ରାପ୍ତ ପଦବୀ ସଂଖ୍ୟା ୮୫ ହଜାର ୭୬୪ଟି ରହିଥିବା ବେଳେ ସେଥିରୁ ୧୧୦୦୬ଟି ପଦବୀ ଖାଲି ପଡ଼ିଛି । ସେହିଭଳି ସବୁଠାରୁ ବଡ଼ କଥା ହେଲା ଗତ ୧୯୯୯ ଠାରୁ ୨୦୦୮ ମଧ୍ୟରେ ରାଜ୍ୟର ୪୧,୬୩୫ଟି ସରକାରୀ ପଦବୀକୁ ଉଚ୍ଛେଦ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ‘ଭିସା ବୋମା’: ଆମେରିକା ନ ଛାଡିବାକୁ ପରାମର୍ଶ ଜାରି କଲେ META ଏବଂ ମାଇକ୍ରୋସଫ୍ଟ

September 20, 2025

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025
Latest News

ସରକାର ପରିବର୍ତ୍ତନ କରିବାରେ ‘ନିର୍ଭୟ’ ର ଭୂମିକା ଥିଲା ସର୍ବାଗ୍ରେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 20, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ

September 20, 2025

ଟ୍ରମ୍ପଙ୍କ ‘ଭିସା ବୋମା’: ଆମେରିକା ନ ଛାଡିବାକୁ ପରାମର୍ଶ ଜାରି କଲେ META ଏବଂ ମାଇକ୍ରୋସଫ୍ଟ

September 20, 2025

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.