Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ପଦବୀ ଖାଲି ନେଇ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ
ଆଜିର ଖବର

ସରକାରୀ ପଦବୀ ଖାଲି ନେଇ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

July 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସରକାରୀ ପଦବୀ ଖାଲି ନେଇ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କହିବାନୁଯାୟୀ, ରାଜ୍ୟରେ ମୋଟ୍‌ ୪ ଲକ୍ଷ ୯୭ ହଜାର ୨୫୭ଟି ସରକାରୀ ମଞ୍ଜୁରିପ୍ରାପ୍ତ ପଦବୀ ରହିଛି । କିନ୍ତୁ ସେଥିରୁ ୧ ଲକ୍ଷ ୨୦ହଜାର ୫୧୨ଟି ପଦବୀ ଖାଲି ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଖୋଦ୍‌ ସରକାରଙ୍କ ବିଭିନ୍ନ ବିଭାଗରେ ଏତେ ମାତ୍ରାରେ ପଦବୀ ଖାଲି ପଡ଼ିଛି ତେବେ ଘରୋଇ ସଂସ୍ଥାଗୁଡ଼ିକ କଥା ନକହିବା ଭଲ । ଅନ୍ୟପଟେ ଅଣମଞ୍ଜୁରିପ୍ରାପ୍ତ ପଦବୀ ସଂଖ୍ୟା ୮୫ ହଜାର ୭୬୪ଟି ରହିଥିବା ବେଳେ ସେଥିରୁ ୧୧୦୦୬ଟି ପଦବୀ ଖାଲି ପଡ଼ିଛି । ସେହିଭଳି ସବୁଠାରୁ ବଡ଼ କଥା ହେଲା ଗତ ୧୯୯୯ ଠାରୁ ୨୦୦୮ ମଧ୍ୟରେ ରାଜ୍ୟର ୪୧,୬୩୫ଟି ସରକାରୀ ପଦବୀକୁ ଉଚ୍ଛେଦ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026

ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ ଠାବ; ୭ ଗିରଫ, ୯ ଚୋରି ବାଇକ ଜବତ

June 17, 2026

ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ

June 17, 2026

ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ

June 17, 2026
Latest News

ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026

ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ ଠାବ; ୭ ଗିରଫ, ୯ ଚୋରି ବାଇକ ଜବତ

June 17, 2026

ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ

June 17, 2026

ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ

June 17, 2026

ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.