Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରୋଗେସୀର ବ୍ୟବସାୟୀକରଣ ରୋକିବା ନିମନ୍ତେ ଲୋକସଭାରେ ବିଲ୍‌ ଆଗତ
ଆଜିର ଖବର

ସରୋଗେସୀର ବ୍ୟବସାୟୀକରଣ ରୋକିବା ନିମନ୍ତେ ଲୋକସଭାରେ ବିଲ୍‌ ଆଗତ

July 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସରୋଗେସୀର ବ୍ୟବସାୟୀକରଣ ରୋକିବା ନିମନ୍ତେ ଲୋକସଭାରେ ଏକ ବିଲ୍‌ ଆଗତ କରାଯାଇଛି । ସୋମବାର ସରକାରଙ୍କ ପକ୍ଷରୁ ଏହି ବିଲ୍‌ଟିକୁ ସଂସଦରେ ଆଗତ କରାଯାଇଛି । ସରୋଗେସୀ ନିୟନ୍ତ୍ରଣ ବିଲ୍‌ 2019ନାମକ ଏହି ବିଲ୍‌କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଲାଗୁ କରାଯିବ । ନୂତନ ନିୟମ ଅନୁଯାୟୀ କୌଣସି ପରସ୍ଥିତିରେ ପିତା ମାତା ଉକ୍ତ ଶିଶୁଟିକୁ ପରିତ୍ୟାଗ କରିପାରିବେ ନାହିଁ ବୋଲି ବିଲ୍‌ ଉପସ୍ଥାପନ ସମୟରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । 23-50 ବର୍ଷ ମଧ୍ୟର ମହିଳା ଏବଂ 26-55 ବର୍ଷ ବୟସର ପୁରୁଷ ସରୋଗେସୀ ବ୍ୟବସ୍ଥା ଆପଣେଇ ପାରିବେ ମାତ୍ର ଏଥି ନିମନ୍ତେ ଉଭୟ ଅନ୍ୟୁନ 5 ବର୍ଷ ଧରି ବିବାହିତ ରହିଥିବା ଆବଶ୍ୟକ । ସେହିପରି ସରୋଗେସୀ ନିମନ୍ତେ ମହିଳାଙ୍କ ବୟସ 25ରୁ 35 ମଧ୍ୟରେ ରହିଥିବା ଆବଶ୍ୟକ । ଭାରତରେ ସରୋଗେସୀ ନେଇ କୌଣସି ନିୟମ ନଥିବାରୁ ବିଦେଶରୁ ଲୋକ ମାନେ ଏଠାରେ ଏହି ବ୍ୟବସ୍ଥା ଆପଣେଇବାକୁ ପସନ୍ଦ କରିଥାନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“୨୦୨୭ ବିଶ୍ଵକପ ଖେଳିବେ କି ନାହିଁ?”: ମୁହଁ ଖୋଲିଲେ ରୋହିତ ଶର୍ମା 

September 10, 2026

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍

September 10, 2026

ଭାଙ୍ଗିଲା ୬୫ ବର୍ଷର ଇତିହାସ: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶାନ

September 10, 2026
Latest News

ପ୍ୟାରିସଠାରେ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

September 10, 2026

‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌

September 10, 2026

“୨୦୨୭ ବିଶ୍ଵକପ ଖେଳିବେ କି ନାହିଁ?”: ମୁହଁ ଖୋଲିଲେ ରୋହିତ ଶର୍ମା 

September 10, 2026

ୟୁଏଇର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର

September 10, 2026

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.