
ଭୁବନେଶ୍ବର: ଗତକାଲି ରାଜସ୍ଥାନର ଜୟପୁର ବିବାହ ବନ୍ଧନରେ ବାନ୍ଧି ହେଲେ ମହାଙ୍ଗାର ବିଜେପି ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ। ସେ ଓଏଏସ ଅଫିସର ସିପ୍ରା ପ୍ରିୟଦର୍ଶିନୀଙ୍କୁ ବିବାହ କରିଛନ୍ତି। ସେହି ବିବାହ ସମୟର ଫଟୋ ବର୍ତ୍ତମାନ ପ୍ରକାଶ ପାଇଛି।
ପଢନ୍ତୁ- ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଯାହାକୁ ବିବାହ କଲେ ସେ କନ୍ୟା କିଏ ସେ?