Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ପିସିସି ସଭାପତି କଣ ସତରେ ଆଲୋଚନା କରିଛନ୍ତି ? ନା କେବଳ ଫୁଲତୋଡାଟିଏ ଦେଇଛନ୍ତି
ଆଜିର ଖବର

ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ପିସିସି ସଭାପତି କଣ ସତରେ ଆଲୋଚନା କରିଛନ୍ତି ? ନା କେବଳ ଫୁଲତୋଡାଟିଏ ଦେଇଛନ୍ତି

March 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରିୟଙ୍କା ଗାନ୍ଧୀଙ୍କ ସହିତ କଣ ପିସିସି ସଭାପତି ସତରେ ଆଲୋଚନା କରିଛନ୍ତି ? ନା କେବଳ ଫୁଲତୋଡାଟିଏ ଦେଇଛନ୍ତି

ନୂଆଦିଲ୍ଲୀ: ଆଜି ଏଆଇସିସିର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆଦିଲ୍ଲୀରେ ସେ ତାଙ୍କୁ ସାକ୍ଷାତ କରିବା ସହିତ କିଛି ସମୟ ଆଲୋଚନା କରିଛନ୍ତି ବୋଲି କୁହାଯାଉଛି। ଏ ନେଇ ରାଜ୍ୟ କଂଗ୍ରେସ ତରଫରୁ ଏକ ଫଟୋ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି। ଯେଉଁଥିରେ କଂଗ୍ରେସର ନୂଆ କାର୍ଯ୍ୟାଳୟ ଇନ୍ଦିରା ଭବନ ଆଗରେ ପ୍ରିୟଙ୍କାଙ୍କୁ ଭକ୍ତଦାସ ଫୁଲତୋଡାଟିଏ ଦେଉଛନ୍ତି।

ହେଲେ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ବସି ଆଲୋଚନା କରିବାର କୌଣସି ଫଟୋ ଦିଆଯାଇ ନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ହେଲେ ପିସିସି ତରଫରୁ ଯେଉଁ ଦୁଇ ଧାଡିଆ ପ୍ରେସ ରିଲିଜ ଦିଆଯାଇଛି ସେଥିରେ କୁହାଯାଇଛି ଯେ, ଭକ୍ତ ଦାସ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଓଡିଶାରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଉପରେ ଆଲୋଚନା କରିଛନ୍ତି।

ହେଲେ କଣ କଣ ଆଲୋଚନା କଲେ, କେତେବେଳେ ଆଲୋଚନା କଲେ, କେତେ ସମୟ ଆଲୋଚନା କଲେ ସେ ନେଇ କିଛି ଲେଖାଯାଇ ନାହିଁ। ଏପରିକି ବସିକି ଆଲୋଚନା କରିବାର କୌଣସି ଫଟୋଟିଏ ମଧ୍ୟ ଦିଆଯାଇ ନାହିଁ।  ଯାହାକୁ ନେଇ ତାଙ୍କର ଆଲୋଚନା ଖବର କେତେ ସତ କେତେ ମିଛ ତାହା ସନ୍ଦେହ ପ୍ରକାଶ ପାଇଛି।

ପ୍ରିୟଙ୍କା ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.