Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶିକ୍ଷକ ଏବଂ ସହକାରୀ ପ୍ରଶିକ୍ଷକ ପାଇଁ ଆବେଦନ ଗ୍ରହଣ କରିବ ବିସିସିଆଇ
ଆଜିର ଖବର

ପ୍ରଶିକ୍ଷକ ଏବଂ ସହକାରୀ ପ୍ରଶିକ୍ଷକ ପାଇଁ ଆବେଦନ ଗ୍ରହଣ କରିବ ବିସିସିଆଇ

July 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bcci election to tale place on october 22
bcci election to tale place on october 22

ବିଶ୍ବକପ୍‌ ସେମିଫାଇନାଲ୍‌ରୁ ବିଦାୟ ନେବା ପରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଏବଂ ସହକାରୀ କୋଚ୍‌ ମାନେ ବିସିସିଆଇ ରାଡାରକୁ ଆସିଛନ୍ତି । ବିଶ୍ବକପ୍‌ ପରେ ସମସ୍ତଙ୍କ କାର୍ଯ୍ୟକାଳକୁ 45 ଦିନ ବୃଦ୍ଧି କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ନୂତନ ଆବେଦନ ଗ୍ରହଣ କରିବାକୁ ଯାଉଛି । ତେଣୁ ନିଜର ପଦବୀ ବଜାୟ ରଖିବା ନିମନ୍ତେ ସମସ୍ତ ପ୍ରଶିକ୍ଷକଙ୍କୁ ପୁନର୍ବାର ଆବେଦନ କରିବାକୁ ପଡିବ । ଅଗଷ୍ଟ 3 ରୁ ସେପ୍ଟେମ୍ବର 3 ପର୍ଯ୍ୟନ୍ତ ଓ୍ବିଣ୍ଡିଜ୍‌ ସିରିଜ୍‌ ପର୍ଯ୍ୟନ୍ତ ଶାସ୍ତ୍ରୀ, ଭରତ ଅରୁଣ, ସଞ୍ଜୟ ବାଙ୍ଗର ଏବଂ ଆର ଶ୍ରୀଧର ପୁନର୍ବାର ଆବେଦନ କରିପାରିବେ ମାତ୍ର ଟ୍ରେନର ଶଙ୍କର ବସୁ ଏବଂ ଫିଜିଓ ପ୍ୟାଟ୍ରିକ୍‌ ଫରହତ୍‌ଙ୍କ ସ୍ଥାନରେ ନୂତନ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

NEET ପୁନଃପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଆତ୍ମହତ୍ୟା କଲେ ୨୦ ବର୍ଷୀୟା ସାନା 

June 21, 2026

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ୧୧ ବଲରେ ଅର୍ଦ୍ଧଶତକ ମାରି ସୃଷ୍ଟି କଲେ ବିଶ୍ୱ ରେକର୍ଡ

June 21, 2026

ନଡିଆ ଗଛ ପାଇଁ ଭାଇ ଭାଉଜଙ୍କୁ ଆକ୍ରମଣ

June 21, 2026

ଇରାନର ଦାବି ଓ ଟ୍ରମ୍ପଙ୍କ ନୀତି ମଧ୍ୟରେ ହରମୁଜ୍ ପ୍ରଣାଳୀ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

June 21, 2026
Latest News

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

International Day of Yoga:କୋଲକାତାରେ ବହୁ ଅଭ୍ୟାସକାରୀଙ୍କ ଗହଣରେ ଯୋଗ କଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

June 21, 2026

NEET ପୁନଃପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଆତ୍ମହତ୍ୟା କଲେ ୨୦ ବର୍ଷୀୟା ସାନା 

June 21, 2026

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ୧୧ ବଲରେ ଅର୍ଦ୍ଧଶତକ ମାରି ସୃଷ୍ଟି କଲେ ବିଶ୍ୱ ରେକର୍ଡ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.