Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ସର ପଟେଲ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ, ଜାଣନ୍ତୁ ଏହି ଅଲରାଉଣ୍ଡରଙ୍କର ଆଇପିଏଲ୍ କ୍ୟାରିୟର
ଆଜିର ଖବର

ଅକ୍ସର ପଟେଲ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ, ଜାଣନ୍ତୁ ଏହି ଅଲରାଉଣ୍ଡରଙ୍କର ଆଇପିଏଲ୍ କ୍ୟାରିୟର

March 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ସର ପଟେଲଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି। ଅକ୍ସର ପଟେଲ ୨୦୧୯ଆଇପିଏଲ ସିଜନରେ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ। ଏହାପୂର୍ବରୁ ଅକ୍ସର ପଟେଲ ପଞ୍ଜାବ କିଙ୍ଗର ଅଂଶ ଥିଲେ। ବାସ୍ତବରେ ଏହି ଅଲରାଉଣ୍ଡର ମୁମ୍ବାଇ ଇଣ୍ଡିଆନ୍ସରୁ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୩ ଆଇପିଏଲ୍ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ସେ ଅଂଶ ଥିଲେ, କିନ୍ତୁ ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୁକ୍ତ କରିଥିଲା। ପଞ୍ଜାବ କିଙ୍ଗସ୍ ୨୦୧୪ ଆଇପିଏଲ୍ ମେଗା ନିଲାମରେ ଅକ୍ସର ପଟେଲଙ୍କୁ ଯୋଡିଥିଲା।

ଅକ୍ସର ପଟେଲ ପଞ୍ଜାବ କିଙ୍ଗ୍ସ ପାଇଁ ୫ ଟି ସଂସ୍କରଣରେ ଖେଳିଥିଲେ। ଏଥି ପରେ ୨୦୧୯ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ସର ପଟେଲଙ୍କୁ ଯୋଡିଥିଲା। ୨୦୨୫ ଆଇପିଏଲ ମେଗା ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ସର ପଟେଲଙ୍କୁ ୧୬.୫୦ କୋଟି ଟଙ୍କାରେ ରଖିଥିଲା। ତେବେ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଦଳର ଅଧିନାୟକ ନିଯୁକ୍ତ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ସର ପଟେଲଙ୍କ ପ୍ରଦର୍ଶନ କିପରି ରହିଛି? ଏହି ଅଲରାଉଣ୍ଡର ତାଙ୍କ ବ୍ୟାଟିଂ ଏବଂ ବୋଲିଂରେ କେତେ ପ୍ରଭାବ ପକାଇଛନ୍ତି? ବାସ୍ତବରେ, ପରିସଂଖ୍ୟାନ ଦର୍ଶାଉଛି ଯେ, ଅକ୍ସର ପଟେଲଙ୍କ ଆଇପିଏଲରେ ରେକର୍ଡ ବହୁତ ଭଲ ରହିଛି।

ବ୍ୟାଟିଂ ବ୍ୟତୀତ ଅକ୍ସର ପଟେଲ ବୋଲିଂରେ ବହୁତ ପ୍ରଭାବିତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ସଫଳତମ ଅଲରାଉଣ୍ଡର ତାଲିକାରେ ଅକ୍ସର ପଟେଲଙ୍କ ନାମ ଅନ୍ତର୍ଭୁକ୍ତ। ଏହି ଅଲରାଉଣ୍ଡର ଆଇପିଏଲର ୧୫୦ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ଭାବରେ ୧୩୦.୮୮ ଏବଂ ୨୧.୪୭ ହାରରେ ୧୬୫୩ ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ଅକ୍ସର ପଟେଲ ବୋଲର ଭାବରେ ୧୨୩ ୱିକେଟ୍ ନେଇଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୫.୨ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ସର ପଟେଲଙ୍କ ଶ୍ରେଷ୍ଠ ବୋଲିଂ ଫିଗର ୨୧ ରନ୍ ଦେଇ ୪ ୱିକେଟ୍ ନେଇଛନ୍ତି। ଆହୁରି ମଧ୍ୟ ଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରେ ଅକ୍ସର ପଟେଲଙ୍କୁ ଗଣନା କରାଯାଇଛି।

AXAR PATEL Axar Patel IPL Career Delhi Capitals IPL 2025
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.