Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାମାନଙ୍କର ଏହି ଖରାପ ଅଭ୍ୟାସ ବର୍ବାଦ କରିଦିଏ ଜୀବନ, ମାତା ଲକ୍ଷ୍ମୀ ମଧ୍ୟ ଛାଡି ଦିଅନ୍ତି ଘର
ଆଜିର ଖବର

ମହିଳାମାନଙ୍କର ଏହି ଖରାପ ଅଭ୍ୟାସ ବର୍ବାଦ କରିଦିଏ ଜୀବନ, ମାତା ଲକ୍ଷ୍ମୀ ମଧ୍ୟ ଛାଡି ଦିଅନ୍ତି ଘର

March 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜୀବନଶୈଳୀ: ଖରାପ ଅଭ୍ୟାସ ଏବଂ ଖରାପ ଗୁଣ ପୁରୁଷ କିମ୍ବା ମହିଳାଙ୍କଠାରେ ରହିବା ଉଚିତ୍ ନୁହେଁ। କିନ୍ତୁ ହିନ୍ଦୁ ଧାର୍ମିକ ଶାସ୍ତ୍ରରେ ମହିଳାମାନଙ୍କର ଦେବୀ ମାନ୍ୟତା ରହିଛି ଏବଂ ମହିଳାମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ସେଥିପାଇଁ କୁହାଯାଏ ଯେ ଯେଉଁ ଘରେ ମହିଳାମାନେ ଖୁସି ରୁହନ୍ତି, ଦେବୀ ଲକ୍ଷ୍ମୀ ସର୍ବଦା ସେଠାରେ ରୁହନ୍ତି।

କିନ୍ତୁ ମହିଳାଙ୍କ ଖରାପ ଅଭ୍ୟାସ ହେତୁ ଘର ନଷ୍ଟ ହେବାକୁ ଅଧିକ ସମୟ ଲାଗେ ନାହିଁ। ହିନ୍ଦୁ ଧର୍ମରେ ମହିଳାମାନଙ୍କର ଏପରି କିଛି ଖରାପ ଅଭ୍ୟାସ ବିଷୟରେ କୁହାଯାଇଛି, ଯାହା ଫଳରେ ଦାରିଦ୍ର୍ୟ ସୃଷ୍ଟି ହୁଏ ଏବଂ ଯେଉଁ ଘରେ ଏପରି ଖରାପ କାମ କରୁଥିବା ମହିଳା ବାସ କରନ୍ତି, ଦେବୀ ଲକ୍ଷ୍ମୀ ଦୀର୍ଘ ସମୟ ପର୍ଯ୍ୟନ୍ତ ରହନ୍ତି ନାହିଁ ଏବଂ ଅଲକ୍ଷଣି ବାସ କରିବାକୁ ଆସନ୍ତି। ଏହା ବ୍ୟତୀତ ମହିଳାମାନଙ୍କର ଏପରି ଅଭ୍ୟାସ ପରିବାରର ଅବନତି ଘଟାଇଥାଏ। ତେଣୁ, ସେହି ଖରାପ ଅଭ୍ୟାସଗୁଡ଼ିକ କ’ଣ ଜାଣନ୍ତୁ ଯାହା ମହିଳାମାନେ ଛାଡିବା ଉଚିତ୍।

ମହିଳାମାନେ ଏହି ଅଭ୍ୟାସଠାରୁ ଦୂରରେ ରହିବା ଉଚିତ୍:

ରୋଟି ପାଇଁ ଅଧିକ ଅଟା ବେଲିବା ଏବଂ ଅବଶିଷ୍ଟ ଅଟାକୁ ଫ୍ରିଜରେ ରଖି ପୁନଃ ବ୍ୟବହାର କରିବା। ଅନେକ ମହିଳା ଏହା କରନ୍ତି। କିନ୍ତୁ ଘରର ସୁଖ ଏବଂ ସମୃଦ୍ଧି ପାଇଁ ଏହା ଭଲ ବୋଲି ବିବେଚନା କରାଯାଏ ନାହିଁ।

ଅତିଥିମାନେ ଯେତେବେଳେ ଆପଣଙ୍କ ଘରକୁ ଆସନ୍ତି ଏବଂ ସେମାନଙ୍କୁ ସ୍ୱାଗତ ନକରିବା ମଧ୍ୟ ଏକ ଭଲ ଅଭ୍ୟାସ ନୁହେଁ। ହିନ୍ଦୁ ଧର୍ମରେ ଅତିଥି ଭଗବାନଙ୍କ ପରି ବିବେଚନା କରାଯାଏ। ତେଣୁ ଘରକୁ ଆସୁଥିବା ଅତିଥିଙ୍କୁ ସମ୍ମାନ ଏବଂ ସତ୍କାର କରନ୍ତୁ।

ଯେଉଁ ମହିଳାମାନେ ସକାଳେ ବିଳମ୍ବ ପର୍ଯ୍ୟନ୍ତ ଶୋଇବା ଏବଂ ସନ୍ଧ୍ୟା ସୂର୍ଯ୍ୟାସ୍ତ ପରେ ତୁରନ୍ତ ଶୋଇବା, ଘରେ ଦାରିଦ୍ର୍ୟତା ସୃଷ୍ଟି କରିଥାଏ।

ମହିଳାମାନେ ଏକାଦଶି, ଅମାବାସ୍ୟା ଏବଂ ଗୁରୁବାର ଦିନ ମଧ୍ୟ କେଶ ଧୋଇବା ଉଚିତ୍ ନୁହେଁ।

ଏପରି ମହିଳା ଯେଉଁମାନେ କକୌଣସି ଉପବାସ ପାଳନ କରନ୍ତି ନାହିଁ ଏବଂ ନିୟମିତ ପୂଜା କରନ୍ତି ନାହିଁ। ମାତା ଲକ୍ଷ୍ମୀ ଏପରି ଘରେ ରହିବେ ନାହିଁ।

ମହିଳାମାନେ ସକାଳୁ ଉଠିବା ପରେ ପ୍ରଥମେ ଘର ସଫା କରିବା ଉଚିତ୍ ଏବଂ ପରେ ସ୍ନାନ କରି ପୂଜା କରିବା ଉଚିତ। ଏହା ପରେ ହିଁ ଖାଦ୍ୟ ଗ୍ରହଣ କରାଯିବା ଉଚିତ୍। ମା ଲକ୍ଷ୍ମୀ ସେହି ମହିଳାମାନଙ୍କ ଉପରେ କ୍ରୋଧିତ ରୁହନ୍ତି ଯେଉଁମାନେ ସକାଳୁ ଉଠି ଘର ସଫା ନକରି ଖାଦ୍ୟ ଖାଇଥା’ନ୍ତି।

ରାତିରେ ରୋଷେଇ ଘର ସଫା ନକରି ଏବଂ ବାସନକୁସନ ଛାଡି ଶୋଇବା ଅଭ୍ୟାସକୁ ଛାଡିବା ଉଚିତ। ରୋଷେଇ ଘରେ ମଇଳା ଛାଡି ଶୋଇବା ପଡିଲେ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରେ।

lifestyle ଖରାପ ଅଭ୍ୟାସ ଖରାପ ଗୁଣ ଜୀବନଶୈଳୀ ଦେବୀ ଲକ୍ଷ୍ମୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026

ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

September 12, 2026
Latest News

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026

ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.