ଭୁବନେଶ୍ଵର: କଲିକତା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ଉଚ୍ଚନ୍ୟାୟାଳୟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସମ୍ବିଧାନର ଧାରା ୨୧୭ ଖଣ୍ଡ (୧)ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ତାଙ୍କୁ ନିଯୁକ୍ତି ଦେଇଛନ୍ତି। ପଦୀ ମୁର୍ମୁ