Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଆମୂଳଚୁଳ ପରିବର୍ତ୍ତନ, ବଦଳିଲେ ବହୁ ଅଧିକାରୀ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଆମୂଳଚୁଳ ପରିବର୍ତ୍ତନ, ବଦଳିଲେ ବହୁ ଅଧିକାରୀ

March 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଆମୂଳଚୁଳ ପରିବର୍ତ୍ତନ ହୋଇଛି. ଏପିଆର ଏବଂ ଓଆର କନଷ୍ଟେବଳ ଠୁ ନେଇ ଆଇଆଇସି ସ୍ତରରେ ଅଦଳବଦଳ କରିଛନ୍ତି ଏସପି ସାଗରିକା ନାଥ।

ନିର୍ବାଚନ ପୂର୍ବରୁ ଜିଲ୍ଲା ପୋଲିସର ଅଦଳବଦଳ ହୋଇନଥିବା ବଳେ ଏବେ ସମ୍ପୂର୍ଣ୍ଣ ନବକଳେବର କରାଯାଇଛି। ଜିଲ୍ଲା ପୋଲିସକୁ ପ୍ରମୁଖ ବଦଳି ମଧ୍ୟରେ ଟାଙ୍ଗୀ ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ଜଙ୍କିଆ, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ରବୀନ୍ଦ୍ର କୁମାର ଭୁଜବଳଙ୍କ ଟାଙ୍ଗୀ ଆଇଆଇସି ଓ ଆଦର୍ଶ ଥାନା ଅତିରିକ୍ତ ଆଇଆଇସି ସୁଚିତ୍ରା ଜେନାଙ୍କ ଜିଲ୍ଲା ସ୍ୱତନ୍ତ୍ର ଅପରାଧ ଓ ସାଇବର ଅପରାଧ ୟୁନିଟ କୁ ବଦଳି ହୋଇଛି।

ସେହିପରି ଭାବେ ଏସଆଇ ସ୍ତରରେ ବାଙ୍କୋଇ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ, ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ କେଶବ ବେହେରାଙ୍କ ବାଙ୍କୋଇ ଫାଣ୍ଡି ଅଧିକାରୀ, ଆରଓ ଏସଆଇ ଦିନେଶ କୁମାର ପିଙ୍ଗୁଆ ଙ୍କ ଆଦର୍ଶ ଥାନା, ବାଲୁଗାଁ ଥାନା ଏସଆଇ ଶ୍ରୀନିବାସ ସାମନ୍ତଙ୍କ ନାଭାଲ ଫାଣ୍ଡି ଅଧିକାରୀ, ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡାଙ୍କ ବାଲୁଗାଁ ଥାନା, ନିରାକାରପୁର ଥାନା ଏସଆଇ ଦୀପାଲିସା ନାୟକଙ୍କ ବାଲୁଗାଁ ଥାନା, ଜଙ୍କିଆ ଥାନା ଏସଆଇ ଭାଗ୍ୟଶ୍ରୀ ବେହେରାଙ୍କ ନିରାକାରପୁର ଥାନା, ବୋଲଗଡ଼ ଥାନା ଏସଆଇ ପ୍ରମୋଦ ନାୟକଙ୍କ ଶିଳ୍ପାଞ୍ଚଳ ଥାନା, ଆରଓ ଏସଆଇ ହାଡୁବନ୍ଧୁ ଦାସଙ୍କ ବୋଲଗଡ ଥାନା, ଆରଓ ଏସଆଇ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ଆଦର୍ଶ ଥାନା, ବେଗୁନିଆ ଥାନା ଏସଆଇ ଉମାକାନ୍ତ ବେହେରାଙ୍କ ନିରାକାରପୁର ଥାନା, ଆରଓ ଏସଆଇ ଅଭୟ ରାଉତ ଙ୍କ ବେଗୁନିଆ ଥାନା, ବାଣପୁର ଥାନା ଏସଆଇ ସୁକାନ୍ତ ଦଳେଇଙ୍କ ଜିଲ୍ଲା ସ୍ୱତନ୍ତ୍ର ଅପରାଧ ଓ ସାଇବର ଅପରାଧ ୟୁନିଟ, ଆରଓ ଏସଆଇ ବିନାୟକ ମନ୍ତ୍ରୀଙ୍କ ବାଣପୁର ଥାନା, ବାଲୁଗାଁ ଥାନା ଏସଆଇ ସୁନିତା ବେହେରାଙ୍କ ଶିଳ୍ପାଞ୍ଚଳ ଥାନା, ଶିଳ୍ପାଞ୍ଚଳ ଥାନା ଏସଆଇ ସସ୍ମିତା ବେହେରାଙ୍କ ଆଦର୍ଶ ଥାନା, ଆରଓ ଏସଆଇ ମୋଚିରାମ ଜାଲିଙ୍କ ନାଚୁଣୀ ଥାନା, ନାଚୁଣୀ ଥାନା ଏସଆସି ମନୋଜ ଦାସଙ୍କ ଜିଲ୍ଲା ଇଆରଏସଏସ ଓ ସିସିଟିଏନଏସ, ନାଚୁଣୀ ଥାନା ଏସଆଇ ବ୍ୟାସଦେବ ମହାପାତ୍ରଙ୍କ ଜିଲ୍ଲା ଇଆରଏସଏସ ଓ ସଡ଼କ ସୁରକ୍ଷା ସେଲ, ବାଲେଶ୍ୱର ଜିଲାରୁ ବଦଳି ହୋଇ ଆସିଥିବା ଏସଆଇ ବିରଞ୍ଚି ସାହୁଙ୍କ ଆଦର୍ଶ ଥାନା, ଆରଓ ଏସଆଇ ପବିତ୍ର ମୋହନ ପ୍ରଧାନଙ୍କ ବାଣପୁର ଥାନାକୁ ବଦଳି ହୋଇଛି।

ଅନୁରୂପ ଭାବେ ଏଏସଆଇ ସ୍ତରରେ ଜଙ୍କିଆ ଥାନା ଏଏସଆଇ ଫୁଲମଣୀ ହେମ୍ବ୍ରମ ଙ୍କ ଆଦର୍ଶ ଥାନା, ବେଗୁନିଆ ଥାନା ଏଏସଆଇ ଭୁବନ ବେହେରାଙ୍କ ଆଦର୍ଶ ଥାନା, ଆଦର୍ଶ ଥାନା ଏଏସଆଇ ସୁଶାନ୍ତ ସାହୁଙ୍କ ଆଦର୍ଶ ଥାନା, ଟାଙ୍ଗୀ ଥାନା ଏଏସଆଇଗୁପ୍ତ ପ୍ରସାଦ ମହାନ୍ତିଙ୍କ ଟାଙ୍ଗୀ ଥାନା, ନିରାକାରପୁର ଥାନା ଏଏସଆଇ ତପନ କୁମାର ପ୍ରଧାନ ଟାଙ୍ଗୀ ଥାନା, ବାଘମାରି ଥାନା ଏଏସଆଇ ରଞ୍ଜିତ କୁମାର ନାୟକଙ୍କ ଭୂଷଣ୍ଡପୁର ଫାଣ୍ଡି, ଭୂଷଣ୍ଡପୁର ଫାଣ୍ଡି ଏଏସଆଇ ବିଶ୍ୱରଞ୍ଜନ ଦାସଙ୍କ ବାଘମାରି ଥାନା, ଆଦର୍ଶ ଥାନା ଏଏସଆଇ ଚନ୍ଦ୍ରମଣି ସାହୁଙ୍କ ସଦର ଥାନା, ସଦର ଥାନା ଏଏସଆଇ ମନୋଜ କୁମାର ବେହେରାଙ୍କ ଆଦର୍ଶ ଥାନା, ଆରଓ ଏଏସଆଇ ଭଗବାନ ସ୍ୱାଇଁଙ୍କ ଶିଳ୍ପାଞ୍ଚଳ ଥାନା, ଆରଓ ଏଏସଆଇ ଭଗବାନ ନାୟକଙ୍କ ଜଙ୍କିଆ ଥାନା, ପୁରୀ ଜିଲ୍ଲାରୁ ବଦଳି ହୋଇଥିବା ଏଏସଆଇ ସୁଷମା ଦାସଙ୍କ ବାଣପୁର କୋର୍ଟ, ବାଣପୁର କୋର୍ଟ ଏଏସଆଇ ମନମୋହନ ଜାଲିଙ୍କ ଖୋର୍ଦ୍ଧା ସଦର କୋର୍ଟ, ପୁରୀ ଜିଲ୍ଲାରୁ ବଦଳି ହୋଇଥିବା ଡବ୍ଲୁ ଏଏସଆଇ ମିନତୀ ମଲ୍ଲିକ ଙ୍କ ନିରାକାରପୁର ଥାନା, ଆରଓ ଏଏସଆଇ ବସନ୍ତ କୁମାର ବେହେରାଙ୍କ ଟାଙ୍ଗୀ ଥାନା ଏବଂ ଆରଓ ଡବ୍ଲୁ ଏଏସଆଇ ଯଶୋଦା ଦେଇଙ୍କ ବୋଲଗଡ ଥାନାକୁ ବଦଳି ହୋଇଛି।

ଖୋର୍ଦ୍ଧା ଜିଲ୍ଲା ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.