Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଯୋଧ୍ୟା ଜମି ବିବାଦ :  ମଧ୍ୟସ୍ଥତାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ମିଳିଲା ସମୟ
ଆଜିର ଖବର

ଅଯୋଧ୍ୟା ଜମି ବିବାଦ :  ମଧ୍ୟସ୍ଥତାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ମିଳିଲା ସମୟ

July 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଗୁରୁବାର ଦିନ ମଧ୍ୟସ୍ଥତା କମିଟିର ରିପୋର୍ଟ ଦେଖିବା ପରେ ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ବେଞ୍ଚ ମଧ୍ୟସ୍ଥତା କମିଟିକୁ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହା ପରେ ଅଗଷ୍ଟରୁ ଦ୍ବିପ୍ରହର ୨ ଘଟିକା ସମୟରେ ଓପନ୍‌ କୋର୍ଟର ଏହି ବିବାଦର ଶୁଣାଣି କରାଯିବ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ରାମଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ବିବାଦ ମାମଲାରେ ଏକ ପକ୍ଷ ଗୋପାଲ ସିଂହ ବିଶାରଦ୍‌ ସିଂ ବିଶାରଦ ଯାଚିକା ଉପରେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି ରିପୋର୍ଟ ତଲବ କରିଛନ୍ତି । ଗୁରୁବାର ମଧ୍ୟସ୍ଥତା କମିଟି ନିଜ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟକୁ ଦେଖି ସୁପ୍ରିମ୍‌କୋର୍ଟ ମଧ୍ୟସ୍ଥତା କମିଟିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026
Latest News

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.