Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଳଭୂଷଣଙ୍କ ପରିବାରକୁ ସଂସଦରେ ବୈଦେଶିକ ମନ୍ତ୍ରୀଙ୍କ ପ୍ରଶଂସା
ଆଜିର ଖବର

କୁଳଭୂଷଣଙ୍କ ପରିବାରକୁ ସଂସଦରେ ବୈଦେଶିକ ମନ୍ତ୍ରୀଙ୍କ ପ୍ରଶଂସା

July 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗତକାଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ରାୟ ପ୍ରକାଶ ପାଇଥିଲା । ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ଉଭୟ ଗୃହକୁ ସମ୍ବୋଧିତ କରିବା ଅବସରରେ କୁଳଭୂଷଣଙ୍କ ପରିବାରକୁ ପ୍ରଶଂସା କରିଛନ୍ତି ଜୟଶଙ୍କର । ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣଙ୍କ ପରିବାର ପ୍ରତିକୂଳ ପରିବେଶରେ ମଧ୍ୟ ଅସୀମ ଧୈର୍ଯ୍ୟର ପରିଚୟ ଦେଇଛନ୍ତି । ଗତକାଲିର ରାୟ ପ୍ରକାଶ ପାଇବା ପରେ କୁଳଭୂଷଣଙ୍କ ମୁକ୍ତ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ କୁଳଭୂଷଣଙ୍କୁ ମୁକ୍ତ କରାଯିବାର ପ୍ରୟାସ କରାଯିବ ବୋଲି ଜୟଶଙ୍କର ଉଭୟ ଗୃହକୁ ସମ୍ବୋଧିତ କରିବା ଅବସରରେ ସୂଚନା ଦେଇଛନ୍ତି । 2016 ମାର୍ଚ୍ଚ ମାସରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନ ପକ୍ଷରୁ ଗିରଫ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉପରେ ବିବାଦ: ରଙ୍ଗକୁ ନେଇ ସମାଲୋଚନା କଲେ ପୂର୍ବତନ ଅଧିନାୟକ

July 30, 2026

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026

ଆସାମ ବନ୍ୟାରେ ୭୮ ଜଣଙ୍କର ମୃତ୍ୟୁ: ସଙ୍କଟରେ ୩ ଲକ୍ଷ ଲୋକ 

July 30, 2026

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ

July 30, 2026
Latest News

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉପରେ ବିବାଦ: ରଙ୍ଗକୁ ନେଇ ସମାଲୋଚନା କଲେ ପୂର୍ବତନ ଅଧିନାୟକ

July 30, 2026

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026

ଆସାମ ବନ୍ୟାରେ ୭୮ ଜଣଙ୍କର ମୃତ୍ୟୁ: ସଙ୍କଟରେ ୩ ଲକ୍ଷ ଲୋକ 

July 30, 2026

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ

July 30, 2026

ପୁରୀ ଏସପିଙ୍କ ନିର୍ଦ୍ଦେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.