Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାରାଗୁଡା ଲୋକ ମହୋତ୍ସବରେ ପଲ୍ଲୀଶ୍ରୀ ମେଳା
ଆଜିର ଖବର

ମାରାଗୁଡା ଲୋକ ମହୋତ୍ସବରେ ପଲ୍ଲୀଶ୍ରୀ ମେଳା

April 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆପଡା: ଦୀର୍ଘ ବାର ବର୍ଷ ବ୍ୟବଧାନ ପରେ ନୂଆପଡା ଜିଲ୍ଲାରେ ମାରାଗୁଡା ଲୋକ ମହୋତ୍ସବ ଉପଲକ୍ଷେ ପଲ୍ଲୀଶ୍ରୀ ମେଳା ସ୍ଥାନୀୟ ମିନି ଷ୍ଟାଡିୟମ୍ ପଡ଼ିଆରେ ସନ୍ଧ୍ୟାରୁ ଦର୍ଶକଙ୍କ ଗହଳି ଚହଳି ଲାଗି ରହୁଛି। ପଲ୍ଲୀଶ୍ରୀ ମେଳା ଯୋଗୁଁ ଗୃହ ସାଜସଜ୍ଜା ସାମଗ୍ରୀ ସହ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ମହିଳା ଗୋଷ୍ଠୀଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ବଜାର ସୁଯୋଗ ସୃଷ୍ଟି ହୋଇଅଛି। ପ୍ରଥମ ସନ୍ଧ୍ୟାରେ ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଉଦ୍ଘାଟନ କରିଥିଲେ।

ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଉପସ୍ଥିତି ଜାହିର କରିଥିଲେ। ନୁଆପଡାରେ ପ୍ରଥମ ଥର ପାଇଁ ଲାଗିଛି ପୁସ୍ତକ ମେଳା। ମୋଟ ୧୬୦ ଗୋଟି ଷ୍ଟଲ୍ ରେ ମେଳା ଲାଗିଛି। ଜିଲ୍ଲାବାସୀ ଏହି ସୁଯୋଗକୁ ହାତଛଡ଼ା ନକରି ମନଖୁସିରେ ପଲ୍ଲୀଶ୍ରୀ ମେଳାରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହିତ ସମ୍ବଲପୁରୀ ବସ୍ତ୍ର, ଶାଢୀ, ଲୁଗାପଟା, ଖାଦ୍ୟ ପଦାର୍ଥ କିଣାବିକା କରୁଛନ୍ତି। ବିଭିନ୍ନ ସୁସ୍ଵାଦୁ ବ୍ୟଞ୍ଜନରେ ଭିଡ ଲାଗି ରହୁଛି।

ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଅନେକ ଉତ୍ପାଦ ର ବିପଣି ନେଇ ଆସିଛନ୍ତି। ପଲ୍ଲୀଶ୍ରୀ ମେଳାରେ ଉଦ୍ଘାଟନର ପ୍ରଥମ ସନ୍ଧ୍ୟାରେ ୯,୩୨,୭୦୦, ବ୍ୟବସାୟ ହୋଇଥିବା ଜଣାପଡିଛି।

ନୂଆପଡା ପଲ୍ଲୀଶ୍ରୀ ମେଳା ମାରାଗୁଡା ଲୋକ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ମେଣ୍ଟ କିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ?: ଜାଣନ୍ତୁ ଶିବସେନା ନେତା ସଞ୍ଜୟ ରାଉତଙ୍କ ବୟାନ

July 24, 2025

୧୦,୦୦୦ ଟଙ୍କାରେ ଆପଣ କିଣିପାରିବେ ସର୍ବାଧିକ ବିକ୍ରି ହେଉଥିବା ବାଇକ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 24, 2025

ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ, ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କଲା ECB

July 24, 2025

ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ ପଡ଼ିବେ ରିଷଭ ପନ୍ତ?, ସାମ୍ନାକୁ ଆସିଲା ମେଡିକାଲ ରିପୋର୍ଟ

July 24, 2025
Latest News

ଇଣ୍ଡିଆ ମେଣ୍ଟ କିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ?: ଜାଣନ୍ତୁ ଶିବସେନା ନେତା ସଞ୍ଜୟ ରାଉତଙ୍କ ବୟାନ

July 24, 2025

୧୦,୦୦୦ ଟଙ୍କାରେ ଆପଣ କିଣିପାରିବେ ସର୍ବାଧିକ ବିକ୍ରି ହେଉଥିବା ବାଇକ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 24, 2025

ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ, ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କଲା ECB

July 24, 2025

ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ ପଡ଼ିବେ ରିଷଭ ପନ୍ତ?, ସାମ୍ନାକୁ ଆସିଲା ମେଡିକାଲ ରିପୋର୍ଟ

July 24, 2025

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.