Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ହେଉଛି ବିଶ୍ବ ଛେନାପୋଡ ଦିବସ, ଏହାକୁ କାହିଁକି ପାଳନ କରାଯାଏ ଜାଣନ୍ତି କି ?
ଆଜିର ଖବର

ଆଜି ହେଉଛି ବିଶ୍ବ ଛେନାପୋଡ ଦିବସ, ଏହାକୁ କାହିଁକି ପାଳନ କରାଯାଏ ଜାଣନ୍ତି କି ?

April 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
chennapoda
ଆଜି ହେଉଛି ବିଶ୍ବ ଛେନାପୋଡ ଦିବସ, ଏହାକୁ କାହିଁକି ପାଳନ କରାଯାଏ ଜାଣନ୍ତି କି ?

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ଛେନାପୋଡ ଦିବସ। ଏପ୍ରିଲ ୧୧ ତାରିଖରେ ଓଡିଶାର ବିଭିନ୍ନ ସଂଗଠନ ତରଫରୁ ଧୂମଧାମରେ ଏହି ଦିବସ ପାଳନ କରାଯାଉଛି। ତେବେ କଣ ପାଇଁ ଏହିଦିନ ଛେନାପୋ଼ ଦିବସ କରାଯାଉଛି ତା ପଛରେ ରହିଛି ଏକ ତଥ୍ୟ। ତାହା ହେଲା ଛେନାପୋ଼ର ଜନକ ବୋଲି କୁହାଯାଉଥିବା ସୁଦର୍ଶନ ସାହୁଙ୍କର ଆଜି ହେଉଛି ଜନ୍ମଦିନ। ସେଥିପାଇଁ ତାଙ୍କର ଜନ୍ମଦିନକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଇଥାଏ।

ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି। ତାଙ୍କରି ଜନ୍ମ ଦିନକୁ ମନେ ପକାଇବା ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ଛେନାପୋଡ ଦିବସ। ଏହି ଦିବସକୁ ଧୁମ୍‌ଧାମରେ ପାଳନ କରିବା ସହିତ ଓଡିଶାର ପାରମ୍ପାରିକ ଖାଦ୍ୟ ଛେନାପୋଡକୁ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ଓମ୍‌ଫେଡ୍ ପକ୍ଷରୁ ମଧ୍ୟ ପାଳିତ ହେଉଛି ଛେନାପୋଡ ଦିବସ।

ଛେନାପୋଡ ଯେ କେବଳ ଜନସାଧାରଣଙ୍କର ପ୍ରିୟ ଖାଦ୍ୟ, ତାହା ନୁହେଁ, ଦୁଗ୍ଧ ଜାତୀୟ ଜିନିଷ ଜଗତର ନାଥ ଜଗନ୍ନାଥଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ନିକଟରେ ମଧ୍ୟ ଭୋଗ କରାଯାଏ। ତେଣୁ ଏହାକୁ ସ୍ୱାଦିଷ୍ଠ, ସାତ୍ୱିକ ଖାଦ୍ୟ ଭାବେ ଗ୍ରହଣ କରାଯାଏ। ପୁରାଣ ଯୁଗରୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଦୁଗ୍ଧ, ସର, ଲବଣି ଆଦି ପ୍ରିୟ ଖାଦ୍ୟ ଥିବା ସମସ୍ତେ ଜାଣନ୍ତି। ସ୍ୱୟଂ ଜଗତରନାଥ ଜଗନ୍ନାଥ କାଞ୍ଚି ଅଭିଯାନ ବେଳେ ମାଣିକପାଟଣାଠାରେ ମାଣିକା ଗଉଡଣୀଠାରୁ ଦହି ଖାଇଥିବା କିମ୍ବଦନ୍ତୀ ରହିଛି।

ବିଶ୍ୱ ଛେନାପୋଡ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026
Latest News

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.