ମୁମ୍ବାଇ ପୋଲିସ ଦ୍ଵାରା AIMIM ନେତା ୱାରିସ ପଠାନ ଅଟକ, ଜାଣନ୍ତୁ ଏହାର କାରଣ କ’ଣ?

Published: Apr 11, 2025, 3:43 pm IST

ମୁମ୍ବାଇ: ୱାକଫ ଆକ୍ଟର ବିରୋଧ ପ୍ରଦର୍ଶନ ବେଳେ ମୁମ୍ବାଇରେ ପୋଲିସ ଏଆଇଏମଆଇଏମ ନେତା ୱାରିସ ପଠାନଙ୍କୁ ଅଟକ ରଖିଛି। ୱାକଫ ଆକ୍ଟ ବିରୋଧରେ ହୋଇଥିବା ଅନ୍ୟ ଦଳର କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଲୋକମାନେ ୱାକଫ ଆକ୍ଟ ବିରୋଧରେ ହାତରେ ପ୍ଲାକାର୍ଡ ଧରିଥିବା ଭିଡିଓରେ ଦେଖାଯାଉଛି। ୱାରିସ୍ ପଠାନ୍ ଏକ କଳା ବ୍ୟାଣ୍ଡ ପିନ୍ଧିଛନ୍ତି।

Related posts