Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱାକଫ ସଂଶୋଧନ ଆଇନକୁ ନେଇ ଦ୍ୱନ୍ଦ୍ୱ ଦୂର କରିବ ବିଜେପି, ଏପ୍ରିଲ ୧୯ ରୁ ଚାଲିବ ଜନସଚେତନତା ଅଭିଯାନ
ଆଜିର ଖବର

ୱାକଫ ସଂଶୋଧନ ଆଇନକୁ ନେଇ ଦ୍ୱନ୍ଦ୍ୱ ଦୂର କରିବ ବିଜେପି, ଏପ୍ରିଲ ୧୯ ରୁ ଚାଲିବ ଜନସଚେତନତା ଅଭିଯାନ

April 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୱାକଫ ସଂଶୋଧନ ଅଧିନିୟମ ସମ୍ପର୍କରେ ବ୍ୟାପିଥିବା ଗୁଜବ ତଥା ଦ୍ଵନ୍ଦ୍ଵକୁ ଦୂର କରିବା ପାଇଁ ଉତ୍ତରପ୍ରଦେଶ ସରକାର ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ହୋଇଛନ୍ତି। ଏପ୍ରିଲ ୧୯ ତାରିଖରୁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ଜନସଚେତନତା ଅଭିଯାନ ଆରମ୍ଭ ହେବ, ଯେଉଁଥିରେ ବିଜେପି କର୍ମୀ, ପଦାଧିକାରୀ ଏବଂ ସରକାରୀ ପ୍ରତିନିଧିମାନେ ଘର ଘରକୁ ଯାଇ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ନିକଟରେ ପହଞ୍ଚିବେ। ଏହି ସମୟରେ ଜନସଚେତନତା ସୃଷ୍ଟି କରିବା ସହିତ କହିବେ ଯେ, ଏହି ନିୟମ ମୁସଲମାନ ବିରୋଧୀ ନୁହେଁ, ବରଂ ଗରିବ ଏବଂ ମୁସଲମାନ ସମ୍ପ୍ରଦାୟର ହିତରେ ଅଟେ।

ଏହି ସମୟରେ ଏହି ବିଲକୁ ନେଇ ବିରୋଧୀମାନେ ସୃଷ୍ଟି କରିଥିବା ଦ୍ଵନ୍ଦ୍ଵକୁ ଦୂର କରିବା ସହିତ ଏହାର ଉପକାରିତା ଉପରେ ଜନସାଧାରଣଙ୍କୁ ବିଜେପି କହିବ ବୋଲି ଜଣାପଡିଛି।

BJP UP news Waqf Amendment Act 2025
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବଡ଼ ନିଷ୍ପତ୍ତି: ୨୦୨୫ ଏସିଆ କପ୍ ପାଇଁ ୧.୩୦ ରେ ଘୋଷଣା ହେବ ଟିମ ଇଣ୍ଡିଆ

August 19, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନ ଭୋଜି ବେଶ ଅନୁଷ୍ଠିତ

August 19, 2025

ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଉନ୍ମୋଚନ

August 19, 2025

ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

August 19, 2025
Latest News

ପୁଟିନ ଟ୍ରମ୍ପଙ୍କ ସହ କଥା ହେବା ପାଇଁ କୁଆଡେ ନିଜର ଡୁପ୍ଲିକେଟକୁ ପଠାଇଥିଲେ!! ଚର୍ଚ୍ଚା…

August 19, 2025

ଆଜି ବଡ଼ ନିଷ୍ପତ୍ତି: ୨୦୨୫ ଏସିଆ କପ୍ ପାଇଁ ୧.୩୦ ରେ ଘୋଷଣା ହେବ ଟିମ ଇଣ୍ଡିଆ

August 19, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନ ଭୋଜି ବେଶ ଅନୁଷ୍ଠିତ

August 19, 2025

ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଉନ୍ମୋଚନ

August 19, 2025

ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.