Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱାକଫ ସଂଶୋଧନ ବିଲ ଉପରେ ସୁପ୍ରିମ କୋର୍ଟର ହାଲକା ଝଟକା, ବୋର୍ଡରେ ନିଯୁକ୍ତି ନେଇ ପ୍ରଶ୍ନ
ଆଜିର ଖବର

ୱାକଫ ସଂଶୋଧନ ବିଲ ଉପରେ ସୁପ୍ରିମ କୋର୍ଟର ହାଲକା ଝଟକା, ବୋର୍ଡରେ ନିଯୁକ୍ତି ନେଇ ପ୍ରଶ୍ନ

April 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ୱାକଫ ସଂଶୋଧନ ବିଲ ଉପରେ ସୁପ୍ରିମ କୋର୍ଟର ହାଲକା ଝଟକା, ବୋର୍ଡରେ ନିଯୁକ୍ତି ନେଇ ପ୍ରଶ୍ନ

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ୱାକଫ ସଂଶୋଧନ ବିଲକୁ ନେଇ ସୁପ୍ରିମ କୋର୍ଟର ହାଲକା ଝଟକା ଲାଗିଛି। କାରଣ ହେଲା ଯେ, ଆଜି ସୁପ୍ରିମ କୋର୍ଟ ଏହି ବିଲ ଉପରେ ସ୍ଥିତ ଅବସ୍ଥା ଜାରୀ କରିଛନ୍ତି। କାରଣ ହେଲା ୱାକଫ ବୋର୍ଡରେ ଅଣ ମୁସଲିମ ଲୋକଙ୍କୁ ନିଯୁକ୍ତି ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଫଳରେ ଏହା ଉପରେ ପୁଣି ଥଲେ ଆସନ୍ତା ମେ ପାଞ୍ଚ ତାରଖକୁ ଦିନ ଧାର୍ଯ୍ୟ କରିଛନ୍ତି।

ତେବେ କୋର୍ଟ ଦ୍ବାରା ଆଇନକୁ ସ୍ଥଗିତ ରଖାଯାଇନାହିଁ। କେନ୍ଦ୍ର ସରକାର ଏହାର ଉତ୍ତର ଦାଖଲ କରିବା ପାଇଁ କୋର୍ଟଙ୍କଠାରୁ ଗୋଟିଏ ସପ୍ତାହ ସମୟ ମାଗିଥିଲେ, ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି। ସେହି ସମୟରେ, କେନ୍ଦ୍ର ପରେ ଆବେଦନକାରୀଙ୍କୁ ସେମାନଙ୍କର ଉତ୍ତର ଦାଖଲ କରିବାକୁ କୁହାଯାଇଛି। ଏବେ ପରବର୍ତ୍ତୀ ଶୁଣାଣି ମେ ୫ ତାରିଖରେ ହେବ।

ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ବିଚାରପତି କେଭି ବିଶ୍ୱନାଥନ ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ, ଅଭିଷେକ ମନୁ ସିଂଘଭି ଏବଂ ରାଜୀବ ଧାୱନ ହାଜର ହୋଇଥିଲେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି କରୁଥିଲେ।

ୱାକଫ ବିଲ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

December 13, 2025

ଟଳିଲା ବଡ଼ ଦୁର୍ଘଟଣା: ଅବତରଣ ସମୟରେ ରନୱେରେ ଧକ୍କା ଦେଲା ଭୁବନେଶ୍ଵରରୁ ରାଞ୍ଚି ଯାଉଥିବା ବିମାନ

December 13, 2025

ସୋମବାରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋର୍ଡାନ ଗସ୍ତ, ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ

December 13, 2025

ତିରୁବନନ୍ତପୁରମରେ ବିଜେପିର ବିଜୟ: ପରାଜୟ ପାଇଁ କଂଗ୍ରେସକୁ ଦାୟୀ କଲା ବାମପନ୍ଥୀ ଦଳ

December 13, 2025
Latest News

ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

December 13, 2025

ଟଳିଲା ବଡ଼ ଦୁର୍ଘଟଣା: ଅବତରଣ ସମୟରେ ରନୱେରେ ଧକ୍କା ଦେଲା ଭୁବନେଶ୍ଵରରୁ ରାଞ୍ଚି ଯାଉଥିବା ବିମାନ

December 13, 2025

ସୋମବାରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋର୍ଡାନ ଗସ୍ତ, ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ

December 13, 2025

ତିରୁବନନ୍ତପୁରମରେ ବିଜେପିର ବିଜୟ: ପରାଜୟ ପାଇଁ କଂଗ୍ରେସକୁ ଦାୟୀ କଲା ବାମପନ୍ଥୀ ଦଳ

December 13, 2025

ଛଅଟି ଦେଶରେ ଓଡ଼ିଆ ଚଳଚ୍ଚିତ୍ର ‘ନବକଳେବର’ ପ୍ରଦର୍ଶିତ, ସବୁଠି ଭାବବିହ୍ୱଳ ହେଲେ ଦର୍ଶକ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.