Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁନେର ସୋଲାପୁରରେ ସଡକ ଦୁର୍ଘଟଣା : 9 ମୃତ
ଆଜିର ଖବର

ପୁନେର ସୋଲାପୁରରେ ସଡକ ଦୁର୍ଘଟଣା : 9 ମୃତ

July 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
accident
accident

ପୁନେର ସୋଲାପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପୁନେ- ସୋଲାପୁର ଜାତୀୟ ରାଜପଥରେ ଘଟିଥିବା ସଡକ ଦୁର୍ଘଟଣାରେ 9 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଶନିବାର ସକାଳୁ ଏକ କାର୍‌ ଏବଂ ଟ୍ରକ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । କାର୍‌ରେ ଉପସ୍ଥିତ ସମସ୍ତ ଯୁବକ ମାନେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଯୁବକ ମାନେ ରାୟଗଡରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । କାର୍‌ ଡ୍ରାଇଭର୍‌ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ସହିତ ଟ୍ରକ୍‌ରେ ପିଟି ହୋଇ ଯାଇଥିଲେ । ନିକଟରେ ଉପସ୍ଥିତ ଥିବା 4 ଜଣ ଲୋକ ସାମାନ୍ୟ ଆହତ ହୋଇଥିଲେ । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିହତ ଯୁବକ ମାନେ ପୁନେର ୟାଭାତ ଗ୍ରାମର ଅଟନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଏବଂ ମର୍ମାହତ”: ଟ୍ରମ୍ପଙ୍କୁ ମିଛୁଆ କହି କଡ଼ା ଜବାବ ଦେଲେ ମେଲୋନି

June 19, 2026

Reliance FMCG ର ବ୍ୟବସାୟ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ; ଇଷା ଆମ୍ବାନୀ

June 19, 2026

ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026
Latest News

“ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଏବଂ ମର୍ମାହତ”: ଟ୍ରମ୍ପଙ୍କୁ ମିଛୁଆ କହି କଡ଼ା ଜବାବ ଦେଲେ ମେଲୋନି

June 19, 2026

Reliance FMCG ର ବ୍ୟବସାୟ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ; ଇଷା ଆମ୍ବାନୀ

June 19, 2026

ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 19, 2026

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.