Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିବିଟି ବ୍ୟବସ୍ଥା ଯୋଗୁଁ ଦେଶରେ ୩.୪୮ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି; ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ
ଆଜିର ଖବର

ଡିବିଟି ବ୍ୟବସ୍ଥା ଯୋଗୁଁ ଦେଶରେ ୩.୪୮ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି; ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

April 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର ବା ଡିବିଟି ପଦକ୍ଷେପ ଯୋଗୁଁ ୩.୪୮ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି। ଭାରତର ଡିବିଟି ସିଷ୍ଟମର ପରିମାଣାତ୍ମକ ମୂଲ୍ୟାଙ୍କନ ଶୀର୍ଷକ ନୀତି ପତ୍ରକୁ ଉଦ୍ଧୃତ କରି ଶ୍ରୀ ବୈଷ୍ଣବ ଏକ ସୋସିଆଲ ମିଡିଆ ଏହା ପୋଷ୍ଟରେ କହିଛନ୍ତି।

ସେ କହିଛନ୍ତି ଯେ ଏହି କଲ୍ୟାଣକାରୀ ପ୍ରଦାନ ମଡେଲ ଅଧୀନରେ, ହିତାଧିକାରୀଙ୍କ କଭରେଜ୍ ୧୬ ଗୁଣ ବୃଦ୍ଧି ପାଇଛି। ନୀତି ପତ୍ର ଅନୁଯାୟୀ, ୨୦୧୩ ରେ କାର‌୍ୟ୍ୟକାରୀ ହୋଇଥିବା ଦେଶର ଡିବିଟି ସିଷ୍ଟମ ସ୍ୱଚ୍ଛତା ବୃଦ୍ଧି କରି, ବାଟମାରଣା ରୋକିବା ଏବଂ ସଠିକ୍ ପାଣ୍ଠି ବଣ୍ଟନ ସୁନିଶ୍ଚିତ କରି କଲ୍ୟାଣକାରୀ ପ୍ରଦାନକୁ ପୁନଃପରିଭାଷିତ କରିଛି।

ଏହି ନୀତି ଡକ୍ୟୁମେଣ୍ଟ ବଜେଟ ଦକ୍ଷତା, ସବସିଡି ଯୁକ୍ତିଯୁକ୍ତକରଣ ଏବଂ ସାମାଜିକ ଫଳାଫଳ ଉପରେ ଡିବିଟିର ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ୨୦୦୯ ରୁ ୨୦୨୪ ପର‌୍ୟ୍ୟନ୍ତ ଏକ ଦଶନ୍ଧିର ତଥ୍ୟ ମୂଲ୍ୟାଙ୍କନ କରିଛି। ଏଥିରେ ଆହୁରି କୁହାଯାଇଛି ଯେ ଆଧାର-ସଂଯୁକ୍ତ ପ୍ରମାଣୀକରଣ ଯୋଗୁଁ ଭୂତ ହିତାଧିକାରୀମାନଙ୍କୁ ଦୂର କରିପାରିଛି।

DBT ଅଶ୍ବନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଡିବିଟି
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026
Latest News

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.