Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁବ ଲିଚିଂକୁ ନେଇ ଆଜମ୍‌ଙ୍କ ବିବାଦୀୟ ବୟାନ୍‌ : ପାକିସ୍ତାନ ନ ଯିବାର ଦଣ୍ଡ ଭୋଗୁଛନ୍ତି ମୁସଲମାନ
ଆଜିର ଖବର

ମୁବ ଲିଚିଂକୁ ନେଇ ଆଜମ୍‌ଙ୍କ ବିବାଦୀୟ ବୟାନ୍‌ : ପାକିସ୍ତାନ ନ ଯିବାର ଦଣ୍ଡ ଭୋଗୁଛନ୍ତି ମୁସଲମାନ

July 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ସାଂସଦ ଆଜମ ଖାନ ନିଜ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ।  ଆଜମ୍‌ ଖାନ୍‌ ଦେଶରେ ଚାଲିଥିବା ଭିଡତନ୍ତ୍ର ବା ମୁବ୍‌ ଲିଚିଂ ମାମଲାକୁ ନେଇ ବୟାନ, ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାକୁ ଆସିଛି । ଆଜମ ଖାନ ମୁବ୍‌ ଲିଚିଂ ଘଟଣା ଗୁଡିକୁ ନେଇ କହିଛନ୍ତି ଯେ, ଏହା ହେଉଛି ୧୯୪୭ମସିହା ପରଠାରୁ ମୁସଲମାନଙ୍କୁ ମିଳିଥିବା ଦଣ୍ଡ । ଆଜମ କହିଛନ୍ତି ଆମର ପୂର୍ବପୁରୁଷମାନେ ପାକିସ୍ତାନ କାହିଁକି ଗଲେନି ? ଏହା ମୌଲାନା ଆଜାଦ, ଜବାହାରଲଲ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ପଚାରିବା ଦରକାର । ମୁସଲମାନଙ୍କ ସରୁକ୍ଷା ପାଇଁ ଏହିମାନେ ପ୍ରତିଶ୍ରୁତି ଦେଇଥିଲେ ।   ବାପୁ ମଧ୍ୟ ମୁସଲମାନଙ୍କୁ ଏ ଦେଶ ତାଙ୍କର ବୋଲି କହିଥିଲେ ।  ୧୯୪୭ ବିଭାଜନରେ ମୁସଲମାନ ଭାଗିଦାରୀ ନଥିଲେ ନାହିଁ ଦୋଷ ଥିଲେ, କିନ୍ତୁ ତାଙ୍କୁ ଏବେ ଏଥିପାଇଁ ସଜ୍ଜା ମିଳୁଛି । ପାକିସ୍ତାନ ନ ଯାଇଥିବାରୁ ମୁସଲମାନମାନେ ଆଜି ଏହି ଦଣ୍ଡ ଭୋଗୁଛନ୍ତି ବୋଲି କହିଛନ୍ତି ଆଜମ୍‌ ଖାନ୍‌ । ଶୁକ୍ରବାର ଲୋକସଭାରେ ମଧ୍ୟ ଏଆଇଏମ୍‌ଆଇଏମ୍‌ ସାଂସଦ ଉସ୍‌ଉଦ୍ଦିନ ଓଓ୍ବେସି ଦେଶରେ ଚାଲୁଥିବା ଭିଡ୍‌ ହିଂସାକୁ ନେଇ ମଧ୍ୟ ମୋଦି ସରକାରଙ୍କ ଉପରେ ଟାର୍ଗେଟ୍‌ କରିବା ସହ ମୁବ୍‌ ଲିଚିଂ ବା ଭିଡ ହିଂସା ନିୟନ୍ତ୍ରଣ ପାଇଁ ଶକ୍ତ ଆଇନ୍‌ ଆଣିବା ପାଇଁ ଦାବି କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“୨୦୨୭ ବିଶ୍ଵକପ ଖେଳିବେ କି ନାହିଁ?”: ମୁହଁ ଖୋଲିଲେ ରୋହିତ ଶର୍ମା 

September 10, 2026

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍

September 10, 2026

ଭାଙ୍ଗିଲା ୬୫ ବର୍ଷର ଇତିହାସ: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶାନ

September 10, 2026
Latest News

ପ୍ୟାରିସଠାରେ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

September 10, 2026

‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌

September 10, 2026

“୨୦୨୭ ବିଶ୍ଵକପ ଖେଳିବେ କି ନାହିଁ?”: ମୁହଁ ଖୋଲିଲେ ରୋହିତ ଶର୍ମା 

September 10, 2026

ୟୁଏଇର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର

September 10, 2026

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.