Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୋହୁଙ୍କୁ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ ଅଭିଯୋଗ
ଆଜିର ଖବର

ବୋହୁଙ୍କୁ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ ଅଭିଯୋଗ

April 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
hinjili police
ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଖରିଡା ଗ୍ରାମର ମିନାକ୍ଷୀ ମହାରଣା ନାମ୍ନୀ ଜନୈକା ବୋହୁକୁ ଅଧିକ ଯୌତୁକ ଦାବି କରି ମାନସିକ, ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୩୩୫/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଶାଶୁ, ନଣନ୍ଦ, ଦିଅର, ଶ୍ଵଶୁର ଓ ସ୍ଵାମୀଙ୍କ ନାମରେ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛନ୍ତି।

ସୁଚନା ଥାଊକି କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଚାଙ୍ଗୁଡିଆପଦର ନୁଆ ଗାଁ ର ହାଡୁ ମହାରଣା ଝିଅ ମିନାକ୍ଷୀ ହିଞ୍ଜିଳି ଥାନା ଅର୍ନ୍ତଗତ ଖରିଡା ଗ୍ରାମର ଭଗବାନ ମହାରଣା ପୁଅ ସନ୍ତୋଷ ସହ ଗତ ୫ ବର୍ଷ ପୂର୍ବେ ବୈଦୀକ ରିତୀରେ ବାହା ହେଇଥିଲା ଓ ବାହାଘର ସମୟରେ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥତିରେ ଯୌତୁକ ପାଇଁ ନଗଦ ଏକଲକ୍ଷ ଓ ୭ ଭରି ସ୍ବର୍ଣ୍ଣ ଅଳଙ୍କାର ସହ ଘର କରଣା ଆସବାବପତ୍ର ଓ ବାସନ କୁଶନ ଇତ୍ୟାଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପ୍ରଦାନ କରିଥିଲେ। କିନ୍ତୁ ବାହାଘର କିଛି ମାସ ପରେ ମିନାକ୍ଷୀ ଉପରେ ଆରମ୍ଭ ହେଲା ଅଧିକ ଯୌତୁକ ନିମନ୍ତେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା।

ଏହିଭଳି ପରିସ୍ଥିତିରେ ନିର୍ଯ୍ୟାତିତ ମିନାକ୍ଷୀ ଅତିଷ୍ଠ ହୋଇ ଭାଇ ଘରକୁ ଚାଲି ଯାଇଥିଲା ଓ କିଛି ମାସ ପରେ ତା’ର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଶ୍ଵଶୁର ଘର ଲୋକେ ତା ଭାଇ ଘରକୁ ଯାଇ ବୁଝାସୁଝା କରି ଘରକୁ ନେଇଗଲେ।

ପୁଣି ଦ୍ଵିତୀୟ ସନ୍ତାନ ପ୍ରସବ ପାଇଁ ମିନାକ୍ଷୀ ବାପା ଘରକୁ ଯାଇ ପୁଣି ଏକ କନ୍ୟା ସନ୍ତାନ ପ୍ରାପ୍ତି ହୋଇ ଶ୍ଵଶୁର ଘରକୁ ଯେତେବେଳେ ଆସିଲେ ତାକୁ ଘର ବାରଣ୍ଡାରେ ଅଟକ୍ ରଖି ଶାଶୁ, ନଣନ୍ଦ, ଦିଅର, ଶ୍ଵଶୁର ଓ ସ୍ବାମୀ ପ୍ରମୁଖ ଘରକୁ ପୁରାଇଲେ ନାହିଁ ଓ ଦ୍ଵିତୀୟ କନ୍ୟା ସନ୍ତାନ ହେତୁ ଘୃଣା କରି ମିନାକ୍ଷୀ ପିନ୍ଧିଥିବା ସୁନା ଅଳଂକାର ଛଡ଼ାଇ ନେବା ସହ ତା’ର ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲେ। ଏହି ଭଳି ପରିସ୍ଥିତିରେ ମିନାକ୍ଷୀ ନିଜକୁ ଅସୁରକ୍ଷିତ ମନେ କରି ଥାନା ର ଦ୍ଵାରସ୍ଥ ହୋଇ ଥିଲା।

ଯୌତୁକ ନିର୍ଯ୍ୟାତନା ହତ୍ୟା ଉଦ୍ୟମ ହିଞ୍ଜିଳି ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.