Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜୁରାଟରେ ଅନୁପ୍ରବେଶକାରୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ, ପୋଲିସ୍ ହେପାଜତରେ ୧୦୨୪ ବାଂଲାଦେଶୀ
ଆଜିର ଖବର

ଗୁଜୁରାଟରେ ଅନୁପ୍ରବେଶକାରୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ, ପୋଲିସ୍ ହେପାଜତରେ ୧୦୨୪ ବାଂଲାଦେଶୀ

April 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ରହୁଥିବା ପାକିସ୍ତାନୀ ତଥା ବେଆଇନ ବାଂଲାଦେଶୀମାନଙ୍କୁ ଦେଶରୁ ବିତାଡିତ କରିବା କାର୍ଯ୍ୟ ଜୋରଦାର କରାଯାଇଛି। ଏହି ମାମଲାରେ ଗୁଜୁରାଟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି।

ସୂଚନା ଅନୁଯାୟୀ, ଶନିବାର ଦିନ ୩ ଟାରୁ ଆରମ୍ଭ ହୋଇଥିବା ଏକ ଅପରେସନରେ ଗୁଜରାଟ ପୋଲିସ ବେଆଇନ ଭାବେ ବାସ କରୁଥିବା ବାଂଲାଦେଶୀମାନଙ୍କୁ ଅଟକ ରଖିଛି। ଗୁଜୁରାଟ, ଅହମ୍ମଦାବାଦ ଏବଂ ସୁରଟର ପ୍ରମୁଖ ସହରରୁ ୧୦୨୪ ବାଂଲାଦେଶୀଙ୍କୁ ପୋଲିସ ଗିରଫ କରିଛି। ଅହମ୍ମଦାବାଦରୁ୮୯୦ ବାଂଲାଦେଶୀ ଏବଂ ସୁରଟରୁ ୧୩୪ ବେଆଇନ ଅନୁପ୍ରବେଶକାରୀଙ୍କୁ ପୋଲିସ ଗିରଫ କରିଛି।

ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଏହି ପୋଲିସର କାର୍ଯ୍ୟକୁ ଏକ ଐତିହାସିକ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ବେଆଇନ ଭାବେ ରହୁଥିବା ବାଂଲାଦେଶୀମାନଙ୍କୁ ପୋଲିସ ନାଲି ଆଖି ଦେଖାଇଛି। ପୋଲିସ ଅଧିକାରୀମାନେ ମଧ୍ୟ ଏହି ଅଭିଯାନ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଏହା ବେଆଇନ ପ୍ରବାସୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଏକ ଐତିହାସିକ ସର୍ଜିକାଲ ଷ୍ଟ୍ରାଇକ୍। କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଗୁଜୁରାଟ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯେଉଁଥିପାଇଁ ଭାରତ ସରକାର ପାକିସ୍ତାନକୁ ଦାୟୀ କରିଛନ୍ତି।

bangladesh gujrat Pahalgam Terror Attack
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତି ମୃତ

September 23, 2026

୨୮ ବର୍ଷ ପରେ ଭାରତକୁ ମିଳିଲା ପଦକ: ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଲେ ମୀରାବାଇ ଚାନୁ

September 23, 2026

ମେଘାଳୟରେ ୟୁଡିପି କୁ ଝଟକା: ୧୨ ବିଧାୟକଙ୍କ ମଧ୍ୟରୁ ୮ ବିଧାୟକ ବିଜେପିରେ ସାମିଲ

September 23, 2026

ବିଶ୍ୱ ଗୋଲାପ ଦିବସରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

September 23, 2026
Latest News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତି ମୃତ

September 23, 2026

୨୮ ବର୍ଷ ପରେ ଭାରତକୁ ମିଳିଲା ପଦକ: ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଲେ ମୀରାବାଇ ଚାନୁ

September 23, 2026

ମେଘାଳୟରେ ୟୁଡିପି କୁ ଝଟକା: ୧୨ ବିଧାୟକଙ୍କ ମଧ୍ୟରୁ ୮ ବିଧାୟକ ବିଜେପିରେ ସାମିଲ

September 23, 2026

ବିଶ୍ୱ ଗୋଲାପ ଦିବସରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

September 23, 2026

ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.