Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବେନି ଏମ୍‌ ଏସ୍‌ ଧୋନୀ : ଦୁଇ ମାସ ପାଇଁ ପାରା ରେଜିମେଣ୍ଟ ସହିତ ଅଭ୍ୟାସ ନେଇ ବିସିସିଆଇକୁ ସୂଚନା
ଆଜିର ଖବର

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବେନି ଏମ୍‌ ଏସ୍‌ ଧୋନୀ : ଦୁଇ ମାସ ପାଇଁ ପାରା ରେଜିମେଣ୍ଟ ସହିତ ଅଭ୍ୟାସ ନେଇ ବିସିସିଆଇକୁ ସୂଚନା

July 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏମଏସ ଧୋନି
ଏସିଆ କପ ପୂର୍ବରୁ ବଡ ଖବର: ଏମଏସ ଧୋନି ହେବେ ଟିମ୍ ଇଣ୍ଡିଆର ମେଣ୍ଟର!

ପୂର୍ବତନ ଭାରତୀୟ ଅଧିନାୟକ ତଥା ଓ୍ବିକେଟ୍‌ରକ୍ଷକ ଏମ୍‌ ଏସ୍‌ ଧୋନୀ ଆସନ୍ତା ଓ୍ବିଣ୍ଡିଜ ଗସ୍ତରେ ନଯିବା ନେଇ ବିସିସିଆଇକୁ ସୂଚନା ଦେଇଛନ୍ତି । ଆସନ୍ତା କାଲି ଓ୍ବିଣ୍ଡିଜ୍‌ ଗସ୍ତ ନିମନ୍ତେ ଦଳ ଚୟନ ହେଉଥିବାରୁ ଏହା ପୂର୍ବରୁ ଚିଠି ଲେଖି ଚୟନ ନିମନ୍ତେ ଉପଲବ୍ଧ ନଥିବା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଅର୍ଦ୍ଧ ସାମରିକ ବାହିନୀ ସହିତ ଅଭ୍ୟାସରେ ନିବେଶ କରିବେ ବୋଲି ଧୋନୀ ବିସିସିଆଇକୁ ସୂଚନା ଦେଇଛନ୍ତି । ଧୋନୀ ପାରାଚ୍ୟୁଟ୍‌ ରେଜିମେଣ୍ଟର ଲ୍ୟୁଟନାଣ୍ଟ କଲୋନେଲ ରହିଥିବାରୁ ବିଶ୍ବକପ୍‌ ପୂର୍ବରୁ ୨ ମାସ ଅଭ୍ୟାସ କରିବା ନିମନ୍ତେ ପ୍ରତିବଦ୍ଧ ଥିଲେ । ସେହିପରି ଧୋନୀଙ୍କର ବର୍ତ୍ତମାନ ଅବସର ଗ୍ରହଣ କରିବାର କୌଣସି ଯୋଜନା ନାହିଁ ବୋଲି ଧୋନୀଙ୍କ ବନ୍ଧୁ ତଥା ବ୍ୟବସାୟିକ ସହଯୋଗୀ ଅରୁଣ ପାଣ୍ଡେ ସୂଚନା ଦେଇଛନ୍ତି । ଚଳିତ ବିଶ୍ବକପ୍‌ରେ ଧୋନୀ୯ଟି ମ୍ୟାଚ୍‌ରୁ ୨୭୩ ରନ୍‌ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ଧୋନୀଙ୍କ ହାରାହାରି ୪୫.୫୦ ରହିଥିଲେ ମଧ୍ୟ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

CJP ପ୍ରତିବାଦ: ସ୍ୱତନ୍ତ୍ର ଭରଦ୍ୱାଜ ମାମଲା ଉପରେ ଗମ୍ଭୀର ହେଲେ CJI 

September 10, 2026

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026
Latest News

CJP ପ୍ରତିବାଦ: ସ୍ୱତନ୍ତ୍ର ଭରଦ୍ୱାଜ ମାମଲା ଉପରେ ଗମ୍ଭୀର ହେଲେ CJI 

September 10, 2026

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

September 10, 2026

IDBI Bank Privatization: ଘରୋଇକରଣ ଦୌଡ଼ରେ Fairfax ଆଗରେ!, କ’ଣ ପଡ଼ିବ ପ୍ରଭାବ?

September 10, 2026

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.