Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତଙ୍କବାଦୀ ଆକ୍ରମଣକୁ ପୁରୁଣା ପେନସନ ଅଭିଯାନ ଓଡିଶାର ନିନ୍ଦା
ଆଜିର ଖବର

ଆତଙ୍କବାଦୀ ଆକ୍ରମଣକୁ ପୁରୁଣା ପେନସନ ଅଭିଯାନ ଓଡିଶାର ନିନ୍ଦା

May 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପେହେଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକ ମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ରାଜ୍ୟ ମୁଖ୍ୟ ଦପ୍ତର ନାତାଲା ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡଲ ଶୋଭାଯାତ୍ରା ଓ ଦୀପ ଦାନ କରି ଜାମ୍ମୁକାଶ୍ମୀର ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ସବୁ କର୍ମଚାରୀ ସରକାରଙ୍କ ସହ ଅଛନ୍ତି ବୋଲି ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ କି ଆଜି ଜନ୍ତରମନ୍ତର ଦିଲ୍ଲୀ ରେ ୧୦ ଲକ୍ଷରୁ ଉର୍ଧ୍ଵ କର୍ମଚାରୀ ପୁରୁଣା ପେନସନ ଆନ୍ଦୋଳନରେ ଯୋଗ ଦେଇଥାନ୍ତେ କିନ୍ତୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଆନ୍ଦୋଳନକୁ ସ୍ଥଗିତ ରଖି ଦେଶର ସବୁ ରାଜ୍ୟର ଜିଲ୍ଲା ମାନଙ୍କରେ କ୍ୟାଣ୍ଡେଲ ମାର୍ଚ୍ଚ ସହିତ ଦୀପ ଦାନ କରିବା ଲାଗି ନିଷ୍ପତ୍ତି ହୋଇଥିଲା।

ଉକ୍ତ ଶୋଭାଯାତ୍ରାରେ ପୁରୁଣା ପେନସନ ଅଭିଯାନ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସାଧାରଣ ସମ୍ପାଦକ ପ୍ରଜ୍ୟୋତ୍ନ ବରାଳ, ଉପଦେଷ୍ଟା ପ୍ରଭାତ ମହାନ୍ତି, ପ୍ରଦୀପ ପ୍ରଧାନ, ରଶ୍ମି ପାଢ଼ୀ, ସୁଧାଂଶୁ ପାତ୍ର, ଯୁଧିଷ୍ଠିର ସାହୁ,ଭୁବନ ବିହାରୀ ମହାପାତ୍ର, ମଳୟ ଜେନା, ଦେବୀ ପ୍ରସନ୍ନ ଧଳ, ସରୋଜ କାନ୍ତ ସେଠୀ, ଶ୍ରୀନିବାସ ସେଠି ଉପସ୍ଥିତ ରହି ଏପରି ଘଟଣାକୁ ଦୃଢ ନିନ୍ଦା କରିଥିଲେ।

ଆତଙ୍କବାଦୀ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.