Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଣ୍ଡୋନେସିଆ ଓପନ୍‌ : ଫାଇନାଲ୍‌ରେ ପିଭି ସିନ୍ଧୁ
ଆଜିର ଖବର

ଇଣ୍ଡୋନେସିଆ ଓପନ୍‌ : ଫାଇନାଲ୍‌ରେ ପିଭି ସିନ୍ଧୁ

July 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇଣ୍ଡୋନେସିଆ ଓପନ୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ପି ଭି ସିନ୍ଧୁ । 2019ରେ ନିଜର ପ୍ରଥମ ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ରବିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ ମୁକାବିଲାରେ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ । ସେମିଫାଇନାଲ ମୁକାବିଲାରେ ଚୀନ୍‌ର ଚେନ୍‌ ୟୁ ଫେଇଙ୍କୁ ପରାସ୍ତ କରିଥିଲେ ପି ଭି ସିନ୍ଧୁ । ସିନ୍ଧୁ 21-19 ଏବଂ 21-10 ସେଟ୍‌ରେ ବିଜୟୀ ହୋଇଥିଲେ । ପ୍ରଥମ ସେଟ୍‌ରେ ଏକଦା ୟୁ ଫେଇ 18-14ରେ ଅଗ୍ରଣୀ ହାସଲ କରିଥିଲେ । ମାତ୍ର ଲଗାତାର 4 ବ୍ରେକ୍‌ ପଏଣ୍ଟ ସହିତ ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ । ଶେଷରେ 21-19ରେ ବିଜୟୀ ହେବା ପରେ ଦ୍ବିତୀୟ ସେଟ୍‌କୁ ଅନାୟାସରେ 21-10ରେ ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ ସିନ୍ଧୁ ।

Share. Facebook Twitter LinkedIn Email WhatsApp Copy Link

Related Posts

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ବିଶ୍ୱକପ୍ ଜିତିଲା ଭାରତୀୟ ରୋଲ୍ ବଲ୍ ମହିଳା ଦଳ, ମେରଠରେ ଅଧିନାୟକଙ୍କୁ ଭବ୍ୟ ସ୍ୱାଗତ

December 21, 2025

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025
Latest News

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ଟ୍ରେନ ଯାତ୍ରୀଙ୍କ ବଡ ଖବର: ଏହି ତାରିଖରୁ ବଢିବ ଭଡ଼ା, କିନ୍ତୁ ଏହି ଯାତ୍ରୀମାନଙ୍କ ପାଇଁ ଆଶ୍ଵସ୍ତି

December 21, 2025

ବିଶ୍ୱକପ୍ ଜିତିଲା ଭାରତୀୟ ରୋଲ୍ ବଲ୍ ମହିଳା ଦଳ, ମେରଠରେ ଅଧିନାୟକଙ୍କୁ ଭବ୍ୟ ସ୍ୱାଗତ

December 21, 2025

ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ତେଲ ନାହିଁ: ତୈଳ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

December 21, 2025

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.