Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଣ୍ଡୋନେସିଆ ଓପନ୍‌ : ଫାଇନାଲ୍‌ରେ ପିଭି ସିନ୍ଧୁ
ଆଜିର ଖବର

ଇଣ୍ଡୋନେସିଆ ଓପନ୍‌ : ଫାଇନାଲ୍‌ରେ ପିଭି ସିନ୍ଧୁ

July 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇଣ୍ଡୋନେସିଆ ଓପନ୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ପି ଭି ସିନ୍ଧୁ । 2019ରେ ନିଜର ପ୍ରଥମ ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ରବିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ ମୁକାବିଲାରେ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ । ସେମିଫାଇନାଲ ମୁକାବିଲାରେ ଚୀନ୍‌ର ଚେନ୍‌ ୟୁ ଫେଇଙ୍କୁ ପରାସ୍ତ କରିଥିଲେ ପି ଭି ସିନ୍ଧୁ । ସିନ୍ଧୁ 21-19 ଏବଂ 21-10 ସେଟ୍‌ରେ ବିଜୟୀ ହୋଇଥିଲେ । ପ୍ରଥମ ସେଟ୍‌ରେ ଏକଦା ୟୁ ଫେଇ 18-14ରେ ଅଗ୍ରଣୀ ହାସଲ କରିଥିଲେ । ମାତ୍ର ଲଗାତାର 4 ବ୍ରେକ୍‌ ପଏଣ୍ଟ ସହିତ ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ । ଶେଷରେ 21-19ରେ ବିଜୟୀ ହେବା ପରେ ଦ୍ବିତୀୟ ସେଟ୍‌କୁ ଅନାୟାସରେ 21-10ରେ ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ ସିନ୍ଧୁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ମାସରୁ ମହଙ୍ଗା ମାଡ଼!: ଏହି ଜିନିଷଗୁଡ଼ିକର ବଢିବ ମୂଲ୍ୟ

July 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ CCS ବୈଠକ: NSA ଡୋଭାଲ ମଧ୍ୟ ସାମିଲ

July 30, 2026

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉପରେ ବିବାଦ: ରଙ୍ଗକୁ ନେଇ ସମାଲୋଚନା କଲେ ପୂର୍ବତନ ଅଧିନାୟକ

July 30, 2026

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026
Latest News

ଅଗଷ୍ଟ ମାସରୁ ମହଙ୍ଗା ମାଡ଼!: ଏହି ଜିନିଷଗୁଡ଼ିକର ବଢିବ ମୂଲ୍ୟ

July 30, 2026

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

July 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ CCS ବୈଠକ: NSA ଡୋଭାଲ ମଧ୍ୟ ସାମିଲ

July 30, 2026

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉପରେ ବିବାଦ: ରଙ୍ଗକୁ ନେଇ ସମାଲୋଚନା କଲେ ପୂର୍ବତନ ଅଧିନାୟକ

July 30, 2026

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.