Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି କେବେ ଆରମ୍ଭ ହେବ ଆଇପିଏଲ-୨୦୨୫?: ଆସନ୍ତାକାଲି ବଡ଼ ଘୋଷଣା କରିବ ବିସିସିଆଇ
ଆଜିର ଖବର

ପୁଣି କେବେ ଆରମ୍ଭ ହେବ ଆଇପିଏଲ-୨୦୨୫?: ଆସନ୍ତାକାଲି ବଡ଼ ଘୋଷଣା କରିବ ବିସିସିଆଇ

May 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BCCI
ଶେଷ ହେଲା ବିସିସିଆଇ ର ବୈଠକ: ଦୂର ହେଲା ଗମ୍ଭୀର ଏବଂ ଅଗରକରଙ୍କ ଉପରେ ଥିବା ଦ୍ଵନ୍ଦ୍ଵ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପୁନଃଆରମ୍ଭ କରିବା ନେଇ ନିଷ୍ପତ୍ତି ଆସନ୍ତାକାଲି ଅର୍ଥାତ୍ ମଇ ୧୧ ତାରିଖରେ ନିଆଯାଇପାରେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ପରେ ଏହି ଅପଡେଟ୍ ଆସିଛି। ଶନିବାର ସନ୍ଧ୍ୟା ୫ଟାରୁ ଭାରତ ଏବଂ ପାକିସ୍ତାନ ଉଭୟ ପକ୍ଷରୁ ଗୁଳିବର୍ଷଣ ବନ୍ଦ କରାଯାଇଛି। ଏହାର କିଛି ସମୟ ପରେ ଏକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଆସନ୍ତା ସପ୍ତାହରେ ଆଇପିଏଲ-୨୦୨୫ ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ ହୋଇପାରେ। ପ୍ରକାଶ ଯେ, ପ୍ଲେଅଫ୍ ପର୍ଯ୍ୟାୟ ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଆହୁରି ୧୩ ଟି ମ୍ୟାଚ୍ (ପଞ୍ଜାବ-ଦିଲ୍ଲୀ ମ୍ୟାଚ୍ ସମେତ) ଖେଳାଯିବାକୁ ବାକି ଅଛି।

ଆଇପିଏଲ ୨୦୨୫ରେ ମଇ ୮ ତାରିଖରେ ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଖେଳାଯାଉଥିଲା। ମ୍ୟାଚ୍‌ରେ କେବଳ ୧୦.୧ ଓଭର ଖେଳାଯାଇପାରିଥିଲା, ତା’ପରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ମ୍ୟାଚ୍‌କୁ ବନ୍ଦ କରିଦିଆଯାଇଥିଲା ଏବଂ କିଛି ସମୟ ପରେ ପଡ଼ିଆକୁ ମଧ୍ୟ ଖାଲି କରାଯାଇଥିଲା। ପରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂହ ଧୂମାଲ ପ୍ରକାଶ କରିଥିଲେ ଯେ, ପଡ଼ିଆରେ ଦଳାଚକଟାକୁ ଏଡାଇବା ପାଇଁ ଏକ ଯାନ୍ତ୍ରିକ ତ୍ରୁଟି ବ୍ୟବହାର କରାଯାଇଥିଲା।

ଏହି ସମୟରେ, ESPN Cricinfo ଅନୁଯାୟୀ, ଆଇପିଏଲ-୨୦୨୫ର ବାକି ମ୍ୟାଚ୍ ପାଇଁ ତିନୋଟି ପଡ଼ିଆ ଚୟନ କରାଯାଇପାରେ। ଏହି ୩ଟି ପଡ଼ିଆ ହେଉଛି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ଚେନ୍ନାଇର ଚେପୌଲକ ଏବଂ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ।

INDIAN PREMIER LEAGUE ipl IPL 2025 Ipl 2025 News
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାଉଦି ଆରବକୁ ବିମାନସେବା ସ୍ଥଗିତ

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.