Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବିତ୍ରୀ ରେ ରିଲିଜ ହେଲା “କହରେ କାଳିଆ ସୁନା”
ଆଜିର ଖବର

ସାବିତ୍ରୀ ରେ ରିଲିଜ ହେଲା “କହରେ କାଳିଆ ସୁନା”

May 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶା ମ୍ୟୁଜିକ୍ ବ୍ୟାନର ସବୁବେଳେ ନୂଆ ପରିକଳ୍ପନା ସହ ନୂଆ ନୂଆ ମ୍ୟୁଜିକ୍ ଭିଡିଓ ଦର୍ଶକଙ୍କୁ ଭେଟି ଦେଇଥାଏ। ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଆମ ଭାରତୀୟ ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ମ୍ୟୁଜିକ୍ ଦ୍ବାରା ରିଲିଜ ହୋଇଛି “କହ ରେ କାଳିଆ ସୁନା”। ଏହି ମ୍ୟୁଜିକ୍ ଭିଡିଓ ଟିର ସିଡି ଉନ୍ମୋଚନ କରାଯାଇଥିଲା ଏହି ରିଲିଜ ସମୟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅର୍ଗସ୍ ଟିଭିର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ସାମାଜିକ କର୍ମୀ ଅର୍ଥାତ୍ କିନ୍ନର ସମାଜ ମୁଖ୍ୟ ମୀରା ପରିଡ଼ା।

ସ୍ୱାମୀ ଖୁସିରେ ଖୁସି ଆଉ ସ୍ୱାମୀ ଦୁଃଖରେ ଦୁଃଖି ହୋଇ ପାଦରେ ପାଦ ମିଶାଇ ସଂସାର ବାଟ ଚାଲିଥାଏ ସ୍ତ୍ରୀ। ସେଇଥିପାଇଁ ତ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆଯାଇଛି। ସ୍ତ୍ରୀ ଟିଏ ସବୁବେଳେ ଚାହେଁ ତା ଶଙ୍ଖା ସିନ୍ଦୂର ବଜର ହେଉ, ସ୍ୱାମୀ ଦୀର୍ଘାୟୁ ହୁଅନ୍ତୁ। ଏହି କାମନା କରି ସେ ରଖେ ସାବିତ୍ରୀ ବ୍ରତ। ଆଉ ସେଭଳି ଏକ ପବିତ୍ର ଦିନ ଅର୍ଥାତ୍ ସାବିତ୍ରୀ ଅମାବାସ୍ୟା ରେ ଯେତେବେଳେ ଜଣେ ସ୍ତ୍ରୀ ପାଖରେ ତା ସ୍ବାମୀ ନଥାଏ ସେତେବେଳେ ସେ ଜଗତ ର ନାଥ ଜଗନ୍ନାଥ ଙ୍କ ପାଖରେ ଲୁହ ଗଡ଼ାଇ ନିଜ ମନର ବ୍ୟଥା କୁ ବଖାଣିବା ଛଡ଼ା ଆଉ କିଛି ବାଟ ନଥାଏ। ସେଭଳି ଏକ କାହାଣୀ କୁ ନେଇ ଏହି ଭଜନ ଟି ଗତିଶୀଳ ହୋଇଥିବା ବେଳେ ଏହି ଭଜନରେ ଅଭିନୟ କରିଛନ୍ତି ସାମ୍ବାଦିକା କବିତା ସ୍ୱାଇଁ ଓ ଅଭିନେତା ଦୀପକ ସାହୁ। ବାବୁ ବାବୁ ନିର୍ଦ୍ଦେଶନା ଭାର ସମ୍ଭାଳି ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ରାଘବ ସ୍ୱାଇଁ। ମ୍ୟୁଜିଜ୍ ରେ ରହିଛନ୍ତି ଜୟଦେବ ମିଶ୍ର, ଗୀତ ରଚନା କରିଛନ୍ତି ସ୍ୱର୍ଣ୍ଣପ୍ରଭା ନାୟକ , କଣ୍ଠଦାନ କରିଛନ୍ତି ତୃପ୍ତି ମୟୀ ଦାସ l ଡିଓପି ବିଜୁ ରହିଥିବା ବେଳେ ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମଣ୍ଟୁ।

ମ୍ୟୁଜିକ୍ ଭିଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

April 1, 2026

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026
Latest News

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.