Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ନେଇ ଆସିଲା ବଡ ଖବର, କଟକରେ ଜଣେ ଆକ୍ରାନ୍ତ ଚିହ୍ନଟ, ଘରୋଇ ହସପିଟାଲରେ ଭର୍ତ୍ତି
ଆଜିର ଖବର

କରୋନା ନେଇ ଆସିଲା ବଡ ଖବର, କଟକରେ ଜଣେ ଆକ୍ରାନ୍ତ ଚିହ୍ନଟ, ଘରୋଇ ହସପିଟାଲରେ ଭର୍ତ୍ତି

May 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
corona-negetive
କରୋନା ନେଇ ଆସିଲା ବଡ ଖବର, କଟକରେ ଜଣେ ଆକ୍ରାନ୍ତ ଚିହ୍ନଟ, ଘରୋଇ ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଏବେ ପୁଣି ଥରେ କରୋନା ଡରାଇବା ଆରମ୍ଭ କଲାଣି। ଧିରେଧିରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି କଟକର ଜଣେ 45 ବର୍ଷିୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ସେ ଗତ କିଛି ଦିନ ଧରି ଥଣ୍ଡା ଜ୍ବରରେ ଆକ୍ରାନ୍ତ ଥିଲେ। ତାଙ୍କର ସ୍ବାବ ପରୀକ୍ଷା ପରେ ପଜେଟିଭ ବୋଲି ରିପୋର୍ଟ ଆସିଛି। ଏ ନେଇ କଟକ ସିଡିଏମଓ କହିଛନ୍ତି ଯେ, ଆକ୍ରାନ୍ତଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି।

ଏହା ପୂର୍ବରୁ ଭୁବନେଶ୍ବରରେ ଜଣେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛି। ସେ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଦିଲ୍ଲୀରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ତେବେ ଓଡିଶାରେ ଏପରି ଗୋଟିଏ ପରେ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଆହ୍ବାନ ସୃଷ୍ଟି ହୋଇଛି।

corona ଓଡିଶାରେ କରୋନା କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ମମତା ବାନାର୍ଜୀଙ୍କ ଦଳରେ ବଡ଼ ବିଭାଜନ: ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ନ୍ୟୁଜିଲାଣ୍ଡ ଗସ୍ତରେ ତିନୋଟି ଫର୍ମାଟ୍ ଖେଳିବ ଟିମ୍ ଇଣ୍ଡିଆ: କାର୍ଯ୍ୟସୂଚୀ ଚୂଡ଼ାନ୍ତ କଲା BCCI 

June 3, 2026
Latest News

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ମମତା ବାନାର୍ଜୀଙ୍କ ଦଳରେ ବଡ଼ ବିଭାଜନ: ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ନ୍ୟୁଜିଲାଣ୍ଡ ଗସ୍ତରେ ତିନୋଟି ଫର୍ମାଟ୍ ଖେଳିବ ଟିମ୍ ଇଣ୍ଡିଆ: କାର୍ଯ୍ୟସୂଚୀ ଚୂଡ଼ାନ୍ତ କଲା BCCI 

June 3, 2026

ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଖେଳିବେ ଭାରତୀୟ ବଂଶୋଦ୍ଭବ ଖେଳାଳି: ଜାଣନ୍ତୁ କେଉଁ ଦେଶ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.