Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଣ୍ଡଳୀସ୍ଥିତ ସିଆଇଏସଏଫ କେଆରଟିସିକୁ ସମ୍ମାନଜନକ ସିବିସି ମାନ୍ୟତା
ଆଜିର ଖବର

ମୁଣ୍ଡଳୀସ୍ଥିତ ସିଆଇଏସଏଫ କେଆରଟିସିକୁ ସମ୍ମାନଜନକ ସିବିସି ମାନ୍ୟତା

June 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ କଟକ ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଖାରବେଳ କ୍ଷେତ୍ର ତାଲିମ କେନ୍ଦ୍ର (କେଆରଟିସି) କୁ ଜାତୀୟ ସିଭିଲ ସେବା ତାଲିମ ପ୍ରତିଷ୍ଠାନ (ଏନଏସସିଏସଟିଆଇ) ମାନକ ଅଧୀନରେ କ୍ଷମତା ନିର୍ମାଣ ଆୟୋଗ ପକ୍ଷରୁ ‘ଉତ୍କୃଷ୍ଟ’ ବା ‘ସର୍ବୋତ୍ତମ’ ମାନ୍ୟତା ଏବଂ ଥ୍ରୀ ଷ୍ଟାର୍‌ ଗ୍ରେଡିଂ ପ୍ରଦାନ କରାଯାଇଛି।

ଶ୍ରୀ ଚୌଧୁରୀ ଭେଙ୍କଟେଶ୍ୱର ରାଓଙ୍କ ନେତୃତ୍ୱରେ ଏକ ଦଳ ଏବଂ ସିବିସିର ବିଶେଷଜ୍ଞଙ୍କ ଦ୍ୱାରା ୨୯ ଓ ୩୦ ମେରେ କରାଯାଇଥିବା ଏକ କଠୋର ମୂଲ୍ୟାଙ୍କନ ଏବଂ କ୍ଷେତ୍ରୀୟ ଆକଳନ ପରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହି ମୂଲ୍ୟାଙ୍କନ ଆଠଟି ସ୍ତମ୍ଭ ପ୍ରତି ସିଆଇଏସଏଫ କେଆରଟିସି ମୁଣ୍ଡଳୀର ଅନୁପାଳନକୁ ମୂଲ୍ୟାଙ୍କନ କରିଥିଲା। ସେଗୁଡ଼ିକ ହେଲା : ତାଲିମ ଆବଶ୍ୟକତା ଆକଳନ ଓ ପାଠ୍ୟକ୍ରମ ଡିଜାଇନ, ପ୍ରଶିକ୍ଷକଙ୍କ ବିକାଶ, ସମ୍ବଳ ଓ ତାଲିମ ଲକ୍ଷ୍ୟ, ପ୍ରଶିକ୍ଷାର୍ଥୀଙ୍କୁ ସହାୟତା, ଡିଜିଟାଲକରଣ ଓ ତାଲିମ ପ୍ରଦାନ, ସହଭାଗିତା, ତାଲିମ ମୂଲ୍ୟାଙ୍କନ ଓ ଗୁଣବତ୍ତା ଆଶ୍ୱାସନା ଏବଂ ପରିଚାଳନା ଓ ପ୍ରଶାସନ। ଏହି ମାନ୍ୟତା ଉଚ୍ଚମାନର ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରିବା ପ୍ରତି ସିଆଇଏସଏଫ କେଆରଟିସି ମୁଣ୍ଡଳୀର ପ୍ରତିବଦ୍ଧତାକୁ ସୂଚିତ କରେ।

ଉଲ୍ଲେଖଯୋଗ୍ୟ, ଏହି ପ୍ରତିଷ୍ଠାନ ପୂର୍ବରୁ ୨୦୧୯-୨୦ ରେ ‘ଅନ୍ୟ ରାଙ୍କ’ ବର୍ଗରେ ସମସ୍ତ ସିଏପିଏଫ ତାଲିମ କେନ୍ଦ୍ର ମଧ୍ୟରେ ସର୍ବୋତ୍ତମ ତାଲିମ ପ୍ରତିଷ୍ଠାନ ଭାବରେ ବିବେଚିତ ହୋଇଥିଲା ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ହାସଲ କରିଥିଲା। ଏହି ସଫଳତା ସିଆଇଏସଏଫ କେଆରଟିସି ମୁଣ୍ଡଳୀର ଉତ୍କର୍ଷତା ଦିଗରେ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

BJP Ads
କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ମୁଣ୍ଡଳୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ବାଣ ଫୁଟାଇଲେ ଶ୍ରୀମୟୀ ମିଶ୍ର, ଶକ୍ତି ନାନୀ ବୋଲି କହି କାହାକୁ କଲେ ଇସାରା ?

November 3, 2025

ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟା

November 3, 2025

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍- ଟ୍ରକ୍ ଧକ୍କାରେ ୨୦ ମୃତ

November 3, 2025

ଐତିହାସିକ ପ୍ରଦର୍ଶନ ପାଇଁ ଏସୀୟ ଯୁବ କ୍ରୀଡାର କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 3, 2025
BJP Ads
Latest News

ପୁଣି ବାଣ ଫୁଟାଇଲେ ଶ୍ରୀମୟୀ ମିଶ୍ର, ଶକ୍ତି ନାନୀ ବୋଲି କହି କାହାକୁ କଲେ ଇସାରା ?

November 3, 2025

ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟା

November 3, 2025

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍- ଟ୍ରକ୍ ଧକ୍କାରେ ୨୦ ମୃତ

November 3, 2025

ମଧୁର ବିପ୍ଳବର ଅୟମାରମ୍ଭ: ଏକ ନୂତନ ଭାରତ ପାଇଁ ଗୁଞ୍ଜରଣ

November 3, 2025

ଐତିହାସିକ ପ୍ରଦର୍ଶନ ପାଇଁ ଏସୀୟ ଯୁବ କ୍ରୀଡାର କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.