Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଭାଷା ଅନୁଭାଗର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଆଜିର ଖବର

ଭାରତୀୟ ଭାଷା ଅନୁଭାଗର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

June 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଭାରତୀୟ ଭାଷା ଅନୁଭାଗ (ଭାରତୀୟ ଭାଷା ବିଭାଗ) ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଏବଂ ସରକାରୀ ଭାଷା ସଚିବଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଭାଷା ଅନୁଭାଗ (ଭାରତୀୟ ଭାଷା ବିଭାଗ) ପ୍ରତିଷ୍ଠା ହେବା ସହିତ ସରକାରୀ ଭାଷା ବିଭାଗ ଏବେ ଏକ ସମ୍ପୂର୍ଣ୍ଣ ବିଭାଗରେ ପରିଣତ ହୋଇଛି। ସେ କହିଥିଲେ ଯେ ପ୍ରଶାସନକୁ ବିଦେଶୀ ଭାଷାର ପ୍ରଭାବରୁ ମୁକ୍ତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସେ କହିଥିଲେ ଯେ ଆମର ସମ୍ଭାବନାର ସମ୍ପୂର୍ଣ୍ଣ ଉପଯୋଗ ସେତେବେଳେ ହୋଇପାରିବ ଯେତେବେଳେ ଆମର ଚିନ୍ତାଧାରା, ବିଶ୍ଳେଷଣ ଏବଂ ନିଷ୍ପତ୍ତି ନେବାର ପ୍ରକ୍ରିୟା ଆମ ମାତୃଭାଷାରେ ହେବ। ଶ୍ରୀ ଶାହା କହିଥିଲେ ଯେ ଦେଶର ସମସ୍ତ ସ୍ଥାନୀୟ ଭାଷାକୁ ସୁଦୃଢ଼ କରିବା ଦ୍ୱାରା ହିଁ ଆମେ ଭାରତକୁ ଏହାର ଚିରନ୍ତନ ଗୌରବମୟ ସ୍ଥିତିକୁ ନେଇପାରିବା।

ଅମିତ ଶାହ କହିଥିଲେ ଯେ ଆମର ପ୍ରତ୍ୟେକ ଭାଷା ଅନ୍ୟ ଭାଷା ସହିତ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇ ରହିଛି ଏବଂ ସମସ୍ତ ଭାଷାର ବିକାଶ ପରସ୍ପର ବିନା ସମ୍ଭବ ନୁହେଁ। ସେ କହିଥିଲେ ଯେ ଆମର ସମସ୍ତ ଭାଷା ନଦୀ ସଦୃଶ ଏକତ୍ର ହୋଇ ଭାରତୀୟ ସଂସ୍କୃତିର ଗଙ୍ଗା ଗଠନ କରିଛନ୍ତି। ସେ କହିଥିଲେ ଯେ ଭାରତୀୟ ଭାଷାଗୁଡ଼ିକ ହେଉଛି ଆମ ସଂସ୍କୃତିର ଆତ୍ମା ଏବଂ ଆମ ସଂସ୍କୃତି ହେଉଛି ଭାରତର ଆତ୍ମା। ଶ୍ରୀ ଅମିତ ଶାହ କହିଥିଲେ ଯେ ଏହି ବିଭାଗ ଭାରତର ଭାଷାଗତ ବିବିଧତାକୁ ସାମିଲ କରି ସମସ୍ତ ଭାଷାକୁ ଏକ ସୁଦୃଢ଼ ଏବଂ ସଙ୍ଗଠିତ ମଞ୍ଚ ପ୍ରଦାନ କରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଭାଷାର ଉତ୍ସାହ, ସମୃଦ୍ଧି ଏବଂ ସମ୍ବେଦନଶୀଳତାକୁ ହ୍ରାସ ନକରି ଜ୍ଞାନକୌଶଳର ବ୍ୟବହାର କରାଯିବା ଉଚିତ। ସେ କହିଥିଲେ ଯେ ଆମ ଉପରେ ଇଂରାଜୀ ଚାପ ପ୍ରୟୋଗ ବିରୋଧରେ ଲଢ଼େଇରେ ଆମେ ନିଶ୍ଚିତ ଭାବେ ବିଜୟୀ ହେବୁ।

ଅମିତ ଶାହ ନୂଆଦିଲ୍ଲୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.