Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଲ୍‌କୋ ପ୍ଲାଣ୍ଟରେ ନିଆଁ :  ୪ କର୍ମଚାରୀ ଗୁରୁତର
ଆଜିର ଖବର

ନାଲ୍‌କୋ ପ୍ଲାଣ୍ଟରେ ନିଆଁ :  ୪ କର୍ମଚାରୀ ଗୁରୁତର

July 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅନୁଗୁଳ ନାଲକୋ ପ୍ଲାଣ୍ଟରେ  ଦୁର୍ଘଟଣା ଘଟିଛି । ଫ୍ଲାଶ ଓଭରରୁ ନିଆଁ ଲାଗି ୪କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ସୂଚନାନୁସାରେ, ଅନୁଗୁଳସ୍ଥିତ ଆଲୁମିନିୟମ କମ୍ପାନୀ ନାଲକୋ ପ୍ଲାଣ୍ଟରେ ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ ଓଭରରୁ ନିଆଁ ଲାଗିଛି । ଯାହା ଫଳରେ ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ନିଆଁ ଲାଗିଥିବା ଜଣାପଡିଛି । ତେବେ ନିଆଁକୁ ଆୟତ୍ତ କରାଯାଇ ଗୁରୁତର କର୍ମଚାରୀଙ୍କୁ ନାଲ୍‌କୋ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଏପରି ଘଟଣା ଘଟୁଛି । ନିକଟରେ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୭ଜଣ କର୍ମଚାରୀ ଆହତ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍

September 10, 2026

ଭାଙ୍ଗିଲା ୬୫ ବର୍ଷର ଇତିହାସ: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶାନ

September 10, 2026

ସାହାରା ନିବେଶକଙ୍କ ପାଇଁ ବଡ଼ ଖବର: ଆରମ୍ଭ ହେଲା ରିଫଣ୍ଡ ପୋର୍ଟାଲ

September 10, 2026
Latest News

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍

September 10, 2026

ଭାଙ୍ଗିଲା ୬୫ ବର୍ଷର ଇତିହାସ: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶାନ

September 10, 2026

ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବଡ଼ ଝଟକା: IRCTC ମାମଲାରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି

September 10, 2026

ସାହାରା ନିବେଶକଙ୍କ ପାଇଁ ବଡ଼ ଖବର: ଆରମ୍ଭ ହେଲା ରିଫଣ୍ଡ ପୋର୍ଟାଲ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.